Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
October 13, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ, ପୋଷ୍ଟରରେ ଲଗାଇଲେ ଜି ୨୦ ଲୋଗୋ
  • ଓଡ଼ିଶା
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ, ପୋଷ୍ଟରରେ ଲଗାଇଲେ ଜି ୨୦ ଲୋଗୋ

1 min read
May 7, 2023

ଭୁବନେଶ୍ବର: ବିଜେପି ବିରୋଧରେ ପୁଣି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରି- ଟୁଇଟ ପ୍ରସଙ୍ଗ ଉଠାଇ ବିଜେଡି କହିଛି, ଝାରସୁଗୁଡ଼ାରେ ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୋଷ୍ଟରରେ ଜି-20 ଲୋଗୋ ଏବଂ ଆଜାଦି କା ଅମୃତ ମହୋତ୍ସବର ଲୋଗୋ ରହିଛି । ଯାହା କି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେଡି ।

ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଏପରି କରିଛନ୍ତି  । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଏପରି ଆଶା କରାଯାଉନାହିଁ  । କେନ୍ଦ୍ରମନ୍ତ୍ରୀ ଲୋଗୋ ଲାଗିଥିବା ପୋଷ୍ଟରକୁ ଟୁଇଟ୍‌ କରିବା ଆଶ୍ଚର୍ଯ୍ୟଜନକ  । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି  । ରାଜ୍ୟ ବିଜେପି ଅଭ୍ୟାସଗତ ଭାବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି  ।

 

କେତେବେଳେ ବିଜେପି ରାତିରେ ପ୍ରଚାର କରି ଓ କେତେବେଳେ ଗୁଣ୍ଡାଗର୍ଦ୍ଦି କରି ଲୋକଙ୍କୁ ଭୟଭୀତ କରୁଛି  । କ୍ରମାଗତ ଭାବେ ରାଜ୍ୟ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବିଜେଡି ଅଭିଯୋଗ କରିଛି ।

Tags: code of conduct Dharmendra Pradhan Election Code Of Conduct Jharsuguda by election Union minister g20 logo

Continue Reading

Previous ଜୁନିଅର କ୍ରିକେଟରଙ୍କ ଉପରେ OCAର ନଜର, ୩ ମାସ ସ୍ବତନ୍ତ୍ର କ୍ୟାମ୍ପ୍‌
Next ମେ’ ଶେଷ ସୁଦ୍ଧା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ, ସରିଲାଣି ଖାତାଦେଖା

ଅଧିକ କାହାଣୀ

  • ଅନ୍ତର୍ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱତନ୍ତ୍ର
  • ହାଇଲାଇଟ୍ ସମ୍ବାଦ

ଇଜିପ୍ଟରେ ଗାଜା ଶାନ୍ତି ଆଲୋଚନା; ଯୋଗ ଦେବେ ୨୦ ଟି ଦେଶ

October 13, 2025
1 min read
  • ଅନ୍ତର୍ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପଣବନ୍ଦୀଙ୍କୁ ଛାଡ଼ିଲା ହମାସ ; ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଲା

October 13, 2025
  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଧରାପଡ଼ୁନି ମୁଖ୍ୟ ଅଭିଯୁକ୍ତ

October 13, 2025

Recent Posts

  • ଇଜିପ୍ଟରେ ଗାଜା ଶାନ୍ତି ଆଲୋଚନା; ଯୋଗ ଦେବେ ୨୦ ଟି ଦେଶ
  • ପଣବନ୍ଦୀଙ୍କୁ ଛାଡ଼ିଲା ହମାସ ; ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଲା
  • ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଧରାପଡ଼ୁନି ମୁଖ୍ୟ ଅଭିଯୁକ୍ତ
  • ହାଫିଜ ସଈଦଙ୍କ ଗଡ଼ ମୁରିଦକେରେ ହଙ୍ଗାମା, ପାକିସ୍ତାନରେ ପୋଲିସ ଓ ମୌଳବାଦୀ ମୁହାଁମୁହିଁ
  • ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ; ଆଜିଠାରୁ ନାମାଙ୍କନ କରିପାରିବେ ପ୍ରାର୍ଥୀ
  • ଲାଲୁ ପରିବାରକୁ ଝଟକା ; IRCTC ସ୍କାମରେ ଚାର୍ଜଫ୍ରେମ କଲେ ଦିଲ୍ଲୀ କୋର୍ଟ
  • ରଙ୍ଗ ବଦଳାଉଛନ୍ତି ଟ୍ରମ୍ପ ; ଚୀନ୍ ରାଷ୍ଟ୍ରପତିଙ୍କୁ ପ୍ରଶଂସାରେ ପୋତି ପକାଇଲେ
  • AIIMS କର୍ମଚାରୀଙ୍କୁ ଗୁଳିକରି ହତ୍ୟା ; ୩ ରାଉଣ୍ଡ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ
  • ବିହାରରେ ମହାମେଣ୍ଟରେ ସ୍ଥିତି ହେଲାଣି ଜଟିଳ ; ଦିଲ୍ଲୀ ପହଞ୍ଚିଲେ ଲାଲୁ ଏବଂ ତେଜସ୍ବୀ
  • ମୋଦିଙ୍କ ମନ୍ତ୍ରୀ ସୁରେଶ ଗୋପୀ କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ?
  • ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ମିଷ୍ଟ୍ରି ;ଏବେବି ଅପରାଧୀଙ୍କ ନିକଟରେ ପହଞ୍ଚିପାରିନି ପୋଲିସ
  • ବିହାର ବିଧାନସଭା ନିର୍ବାଚନ ; ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବାହାରିବ ବିଜ୍ଞପ୍ତି
  • ନୂଆପଡ଼ା ଉପନିର୍ବାଚନ : ଆଜି ବାହାରିବ ବିଜ୍ଞପ୍ତି
  • ବଲାଙ୍ଗୀର ଭାଇଁସା ଗାଁରେ ଚାଞ୍ଚଲ୍ୟ ; ଗୋଷ୍ଠୀ ସ୍ବାସ୍ଥ୍ୟ ଉପକେନ୍ଦ୍ରର ପୁରୁଣା କୋଠାରୁ ତିନୋଟି କଙ୍କାଳ ଉଦ୍ଧାର
  • ପଶ୍ଚିମବଂଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା : ଏହା ଏକ ଦୁଃଖଦ ଘଟଣା ବୋଲି କହିଲେ ମମତା
Tweets by NandighoshaTV

ନଜର ପକାନ୍ତୁ

  • ଅନ୍ତର୍ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱତନ୍ତ୍ର
  • ହାଇଲାଇଟ୍ ସମ୍ବାଦ

ଇଜିପ୍ଟରେ ଗାଜା ଶାନ୍ତି ଆଲୋଚନା; ଯୋଗ ଦେବେ ୨୦ ଟି ଦେଶ

October 13, 2025
1 min read
  • ଅନ୍ତର୍ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ପଣବନ୍ଦୀଙ୍କୁ ଛାଡ଼ିଲା ହମାସ ; ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିଲା

October 13, 2025
  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଓଡି଼ଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଧରାପଡ଼ୁନି ମୁଖ୍ୟ ଅଭିଯୁକ୍ତ

October 13, 2025
1 min read
  • ଅନ୍ତର୍ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱତନ୍ତ୍ର
  • ହାଇଲାଇଟ୍ ସମ୍ବାଦ

ହାଫିଜ ସଈଦଙ୍କ ଗଡ଼ ମୁରିଦକେରେ ହଙ୍ଗାମା, ପାକିସ୍ତାନରେ ପୋଲିସ ଓ ମୌଳବାଦୀ ମୁହାଁମୁହିଁ

October 13, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.