Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
July 24, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଟ୍ୱିଟରରେ ପକ୍ଷୀ ବଦଳରେ କୁକୁର ରଖିଲେ ଏଲନ୍ ମସ୍କ
  • ଅନ୍ତର୍ଜାତୀୟ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ସ୍ୱତନ୍ତ୍ର
  • ହାଇଲାଇଟ୍ ସମ୍ବାଦ

ଟ୍ୱିଟରରେ ପକ୍ଷୀ ବଦଳରେ କୁକୁର ରଖିଲେ ଏଲନ୍ ମସ୍କ

1 min read
April 4, 2023

ନନ୍ଦିଘୋଷ ବ୍ୟୁରୋ:  ଟ୍ୱିଟରରୁ ଉଡିଗଲା ନୀଳ ପକ୍ଷୀ  । ପକ୍ଷୀ ବଦଳରେ ଟ୍ୱିଟରରେ ବସିଛି କୁକୁର  । ହଁ  ବଦଳ ଯାଇଛି ଟ୍ୱିଟର ଲୋଗୋ । ନୀଳ ପକ୍ଷୀକୁ ବଦଳାଇ ଡଗି ଲୋଗୋକୁ ରଖାଯାଇଛି। ତେବେ ଟ୍ୱିଟରରେ କଣ ପାଇଁ ବାରମ୍ବାର ଏଭଳି ପରିବର୍ତ୍ତନ ହେଉଛି ତାକୁ ନେଇ ସମସ୍ତ ୟୁଜର୍ସଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ୱିଟରର ମାଲିକ ଏଲନ୍ ମସ୍କ କାହିଁକି ଟ୍ୱିଟର ହୋମ ପେଜରେ ଡଗିର ଲୋଗ ରଖିଛନ୍ତି ଆସନ୍ତୁ ଜାଣିବା..

ଏଲୋନ୍ ମସ୍କ ଟ୍ୱିଟରରେ ଏକ  ପୁରୁଣା ଟ୍ୱିଟ୍ ସେୟାର କରିଛନ୍ତି। ଏଲେନ୍ ଏହି ଟ୍ୱିଟରେ ୟୁଜର୍ସଙ୍କୁ ପଚାରିଥିଲେ, ଆପଣମାନଙ୍କୁ କଣ ନୂତନ ପ୍ଲାଟଫର୍ମର ଆବଶ୍ୟକତା ରହିଛି କି? ଏଥିରେ ଜଣେ ୟୁଜର୍ସ ଲେଖିଥିଲେ , ହଁ! ଟ୍ୱିଟର ଥିବା ପକ୍ଷୀର ଲୋଗ ବଦଳାଇ କୁକୁରର ଲୋଗ ରଖିଦିଅନ୍ତୁ । ଏଲେନ ବର୍ତ୍ତମାନ ଏହି ପୁରୁଣା ଟ୍ୱିଟର ସ୍କ୍ରିନ୍ ସଟ୍ ନେଇ ସେଥିରେ କରିଥିବା ପ୍ରତିଜ୍ଞାକୁ ପୂରଣ କରିଛନ୍ତି ବୋଲି ଲେଖିଛନ୍ତି ।

ଏହି ଟ୍ୱିଟ୍ ପୂର୍ବରୁ ଏଲେନ ମସ୍କ ଆଉ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି କାର୍‌ରେ ଡଗି ଡ୍ରାଇଭର ସିଟ୍‌ରେ ବସିଛି । ଟ୍ରାଫିକ ପୋଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଛି। ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ । ଏମିତି ଆଉ ଏକ ଟୁଇଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟୁଇଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ ।

ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ, ଟ୍ୱିଟରରେ ଏହି କୁକୁର ଲୋଗୋ ଆସିବା ପରେ ଡୋଗେକଏନ ନାମକ କ୍ରିପ୍ଟୋକରେନ୍ସିରେ ୩୦ ପ୍ରତିଶତ ଅଂଶ ବୃଦ୍ଧି ହୋଇଛି ।ଡୋଗେକଏନକୁ ଦୁନିଆର ତୃତୀୟ ଶକ୍ତିଶାଳୀ କ୍ରିପ୍ଟୋକରେନ୍ସି ଭାବରେ ବିବେଚନା କରାଯାଏ ଏବଂ ଏହାସହ ଏଲନ୍ ମସ୍କ ଜଡିତ ରହିଛନ୍ତି । ଡୋଗେକଏନରେ ମଧ୍ୟ କୁକୁରର ଲୋଗ ରହିଛି । ଏହି ଡୋଗେକଏନକୁ ନେଇ ଏଲନ ମସ୍କଙ୍କ ନାମରେ ୨୫୮ ବିଲିୟନ ଡଲାରର ମକଦ୍ଦମା ଆମେରିକା କୋର୍ଟରେ ଚାଲିଛି ।

ମସ୍କ ଟ୍ୱିଟରରେ କାହିଁକି ଏହି କୁକୁରର ଲୋଗୋ ରଖିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି । ତେବେ ଏହି କୁକୁର ହେଉଛି ସୋସିଆଲ ମିଡିଆର ମିମ୍ । ଦୀର୍ଘ ଦିନର ସଫଳତମ ଯାତ୍ରାର ସାଥି ଥିବା ନୀଳ ପକ୍ଷୀକୁ କାହିଁକି ହଟାଇଲେ ମସ୍କ  । ତାହା ସ୍ପଟ ହୋଇନାହିଁ  । କିମ୍ବା ପକ୍ଷୀ ବଦଳରେ କୁକୁରକୁ କାହିଁକି ବାଛିଲେ ଏଲନ ମସ୍କ, ତାହା ମଧ୍ୟ ଜଣାପଡିନାହିଁ  ।

Tags: dog icon Elon Musk iconic Twitter bird replaces

Continue Reading

Previous ବିଜେପି ନେତାଙ୍କ ଦାଦାଗିରି, ଆମ୍ବୁଲାନ୍ସ ଆଗରେ ଗାଡି ରଖିଦେବାରୁ ଡାକ୍ତରଖାନା ଯାଇପାରିଲାନି ଆମ୍ବୁଲାନ୍ସ
Next ନିପ୍ପନ ଷ୍ଟିଲ ମୁଖ୍ୟଙ୍କ ସହ ନବୀନଙ୍କ ୱାନ୍ ଟୁ ୱାନ୍ ଆଲୋଚନା

ଅଧିକ କାହାଣୀ

1 min read
  • ଅନ୍ତର୍ଜାତୀୟ
  • ଖେଳ
  • ଜାତୀୟ

ରିଷଭ ପନ୍ତ ଗୁରୁତର ଆହତ, ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଗଲା

July 23, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆଳୁ ପାଇଁ ମମତାଙ୍କ ଶରଣ ପଶିବେ ରାଜ୍ୟ ସରକାର, କୋଲକାତା ଯିବେ ଯୋଗାଣ ମନ୍ତ୍ରୀ

July 23, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ

July 23, 2025

Recent Posts

  • ରିଷଭ ପନ୍ତ ଗୁରୁତର ଆହତ, ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଗଲା
  • ଆଳୁ ପାଇଁ ମମତାଙ୍କ ଶରଣ ପଶିବେ ରାଜ୍ୟ ସରକାର, କୋଲକାତା ଯିବେ ଯୋଗାଣ ମନ୍ତ୍ରୀ
  • ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ
  • ବଳଙ୍ଗା ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ଓଡ଼ିଶାରେ ତେଜିଛି ବିଜେପି ସରକାର ବିରୋଧୀ ଋଣହୁଙ୍କାର
  • ଓଡ଼ିଶାରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ, ଜାତୀୟସ୍ତର ତୁଳନାରେ ଓଡ଼ିଶାବାସୀ ଦେଉଛନ୍ତି ଅଧିକ ବିଲ୍
  • ବଳଙ୍ଗା ଘଟଣାର ୫ ଦିନ ପରେ ପୋଲିସର ହାତ ଖାଲି, ଏଯାଏଁ ଟେର ପାଉନି ତଦନ୍ତକାରୀ ଟିମ୍
  • ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ, କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ
  • ତ୍ରିକୋଣୀୟ ପ୍ରେମର କରୁଣ ପରିଣତି, ନର୍ସିଙ୍ଗ ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ
  • ହସ୍ପିଟାଲ ଅଛି, ହେଲେ ଉପଯୁକ୍ତ ସଂଖ୍ୟକ ଡାକ୍ତର କି ନର୍ସ ନାହାନ୍ତି
  • ପୁଣି ମୁଁହ ଖୋଲିଲେ ପିପିଲି ପୀଡ଼ିତା ମହିଳା RI
  • ସୁନା ବିସ୍କୁଟ କାରବାର ନାଁରେ ପାଖାପାଖି ୨୦ କୋଟି ଠକେଇ, ଠକ ସର୍ଦ୍ଦାର ରମେଶ ମାଝୀ ଗିରଫ
  • ଖତ ଖାଉଛି ଜବତ ହୋଇଥିବା କୋଟିକୋଟି ଟଙ୍କାର ଗାଡ଼ି
  • ପାଠ ପଢିବାକୁ ଭଙ୍ଗା ବାଉଁଶ ପୋଲ ଦେଇ ନଦୀ ପାର ହେଉଛନ୍ତି ପିଲା
  • ମୁହୁରୀ କଳାକୁ ବଞ୍ଚାଇ ରଖିବାକୁ ପଦ୍ମପୁର ସଙ୍ଗୀତ ସମିତି ପକ୍ଷରୁ କରାଯାଇଛି ନିଆରା ପ୍ରୟାସ
  • କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତିକକରଣ କରିବା ଲାଗି ପାକିସ୍ତାନର ପ୍ରୟାସକୁ ଭାରତର ତୀବ୍ର ସମାଲୋଚନା
Tweets by NandighoshaTV

ନଜର ପକାନ୍ତୁ

1 min read
  • ଅନ୍ତର୍ଜାତୀୟ
  • ଖେଳ
  • ଜାତୀୟ

ରିଷଭ ପନ୍ତ ଗୁରୁତର ଆହତ, ଗ୍ରାଉଣ୍ଡ ଆମ୍ବୁଲାନ୍ସରେ ପଡ଼ିଆ ବାହାରକୁ ନିଆଗଲା

July 23, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଆଳୁ ପାଇଁ ମମତାଙ୍କ ଶରଣ ପଶିବେ ରାଜ୍ୟ ସରକାର, କୋଲକାତା ଯିବେ ଯୋଗାଣ ମନ୍ତ୍ରୀ

July 23, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଜିଲ୍ଲାକୁ ଜିଲ୍ଲା ଡେଇଁବାରେ ଲାଗିଲାଣି ଡାଇରିଆ

July 23, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବଳଙ୍ଗା ଘଟଣାରେ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, ଓଡ଼ିଶାରେ ତେଜିଛି ବିଜେପି ସରକାର ବିରୋଧୀ ଋଣହୁଙ୍କାର

July 23, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.