spot_img

Latest Posts

ଜଗତସିଂହପୁର: ଜମିବାଡ଼ିକୁ କେନ୍ଦ୍ର କରି ଜଗନ୍ନାଥପୁର ଗାଁରେ ୨ ପରିବାର ମଧ୍ୟରେ ସଂଘର୍ଷ । ଜଣେ ମୃତ, ୩ ଆହତ ମେଡିକାଲରେ ଭର୍ତ୍ତି । ୨ ଜଣଙ୍କୁ ଗିରଫ କଲା ରଘୁନାଥପୁର ପୋଲିସ ।

Latest Posts

Don't Miss