ହୀରାକୁଦରେ ଖୋଲାଗଲା ୮ଟି ଗେଟ୍
1 min readହିରାକୁଦରେ ଖୋଲାଯାଇଛି ୮ଟି ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଡ୍ୟାମର ଜଳସ୍ଥର ୬୩୦ ଫୁଟ ରହିଛି । ଡ୍ୟାମର ଜଳସ୍ଥର ୬୩୦ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧୫୨୧୬୪ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି । ପ୍ରବଳ ବର୍ଷା କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ତେବେ ବର୍ଷା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଆହୁରି ଲାଗିରହିବ । ଏନେଇ କିଛି ଜିଲ୍ଲାରେ ହାଇ ଆର୍ଲଟ ଜାରି କରାଯାଇଛି । ୫ ଜିଲ୍ଲାରେ ରେଡ ଆଲର୍ଟ, ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ')}