ଜମ୍ମୁ ଓ କଶ୍ମୀରରେ ବିଧାନସଭା ଭଙ୍ଗ ପରେ ବିଲୋପ ହେଲା ବିଧାନ ପରିଷଦ, ସବୁ କର୍ମଚାରୀ…
1 min readକେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଆଜି ଜମ୍ମୁ ଓ କଶ୍ମୀରର ବିଧାନ ପରିଷଦକୁ ବିଲୋପ କରାଯାଇଛି । ୨୦୧୯ ଜାମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନର ଧାରା ୫୭ ଅନୁସାରେ ଏହାକୁ ବିଲୋପ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବିଧାନ ପରିଷଦର ସମସ୍ତ କର୍ମଚାରୀ ଜମ୍ମୁ ଓ କଶ୍ମୀରର ସାଧାରଣ ପ୍ରଶାସନ ବିଭାଗକୁ ୨୨ ଅକ୍ଟୋବର ସୁଦ୍ଧା ଦେଖାକରିବାକୁ କୁହାଯାଇଛି । ')}