Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
June 3, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଏପରି ଇମେଲ୍ ଠାରୁ ସାବଧାନ ରୁହନ୍ତୁ, ନଚେତ୍ ଆପଣଙ୍କ ଫେସବୁକ୍ ହୋଇପାରେ ହ୍ୟାକ୍…
  • ଜାତୀୟ
  • ଟେକ୍ନୋଲଜି
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଏପରି ଇମେଲ୍ ଠାରୁ ସାବଧାନ ରୁହନ୍ତୁ, ନଚେତ୍ ଆପଣଙ୍କ ଫେସବୁକ୍ ହୋଇପାରେ ହ୍ୟାକ୍…

1 min read
July 3, 2022

ନନ୍ଦିଘୋଷ ବ୍ୟୁରୋ: ଟେକନ୍ନୋଲୋଜି ଯେତେ ଉନ୍ନତ ହେଉଛି , ଅପରାଧ ସେତେ ବଢୁଛି । ଏବେ ସାଇବର କ୍ରାଇମ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯଦି ଆପଣ  ଜିମେଲ୍ ବ୍ୟବହାର କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ । ଏବେ ଏକ ନୂଆ ପ୍ରକାର ସ୍କାମ୍ ଚାଲିଛି । ଯାହା ଦ୍ବାରା ଆପଣଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବାର ସମ୍ଭାବନା ରହିଛି ।

ଏବେ ଜିମେଲ୍ ଏବଂ ହଟମେଲ୍ ୟୁଜର୍ସଙ୍କୁ ସାବଧାନ ହୋଇଯାଆନ୍ତୁ, ନଚେତ୍ ହ୍ୟାକ୍ ହୋଇପରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟ । କାରଣ ୟୁଜର୍ସ ମାନଙ୍କୁ ଏକ ଫେକ୍ ଇମେଲ୍  ମାଧ୍ୟମରେ ଫେସବୁକ୍ ସପୋର୍ଟ ଟିମ୍ ନାମରେ ପଠାଯାଉଛି । ଏହି ଇମେଲ ଜରିଆରେ ୟୁଜର୍ସ ମାନଙ୍କୁ ଟାଗେର୍ଟ କରି ସେମାନଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ।

ଏକ ରିପୋର୍ଟ ଅନୁଯାୟୀ , Trustwaveର ସାଇବର ସିକ୍ୟୁରିଟି ଏକ୍ସପର୍ଟ କହିଛନ୍ତି ଯେ, ମୁଖ୍ୟତଃ ଫ୍ରଡ୍ ବା ଠକେଇ ପାଇଁ ଯେଉଁ ଇମେଲ ପଠାଯାଇଥାଏ ସେଥିରେ ଆପଣଙ୍କ ଫେସବୁକ୍ ଆକାଉଣ୍ଟ ରିସ୍କରେ ଅଛି ବୋଲି ଦାବି କରାଯାଇଥାଏ । ଏଥିରୁ ବଞ୍ଚିବା ପାଇଁ ଏକ ଲିଙ୍କକୁ ଦବାଇବାକୁ କୁହାଯାଇଥାଏ । ଏହି ପ୍ରକାର ଫେସବୁକ୍ ୟୁଜରଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ପାଇବା ପାଇଁ ଏପରି ନକଲି ଲିଙ୍କ ଗୁଡ଼ିକୁ ଇମେଲ ମାଧ୍ୟମରେ ପଠାଯାଇଥାଏ । Trustwaveର  ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ, ଆପଣଙ୍କୁ ଏପରି ମଧ୍ୟ ଇମେଲ କରାଯାଇଥାଏ , ଯେଉଁଥିରେ ଲେଖାଯାଇଥିବ, ଆପଣ କମ୍ୟୁନିଟି ଷ୍ଟାଟର୍ସ ଉଲଘଂନ କରିଥିବାରୁ ଆପଣଙ୍କ ଫେସବୁକ୍ ଆକାଉଣ୍ଟ ଡିଲିଟ୍ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି  । ସେଥିପାଇଁ ଏପରି କିଛି ଇମେଲ ଯଦି ଆପଣଙ୍କୁ ମିଳୁଛି ତାହାଲେ ଏଥିପ୍ରତି ସାବଧାନ ରୁହନ୍ତୁ ।

Tags: #cybersecurity Account Data Leaked Facebook Gmail

Continue Reading

Previous ଚୋରି କରି ଚୋର ଲେଖିଲା, IT’S ME “ସ୍କୁଲ ପିଲା, ଧରିପାରିଲେ ଧର “
Next ଲଘୁଚାପ ପ୍ରଭାବରେ ୫ଦିନ ଭିଜିବ ଓଡ଼ିଶା

ଅଧିକ କାହାଣୀ

1 min read
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ପଞ୍ଜାବ କିଙ୍ଗ୍ସର ବିଜୟ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା, ଅର୍ଥ ରାଶି ଜମା କଲେ ସମର୍ଥକ

June 3, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ମିଳିଲାନି ଆମ୍ବୁଲାନ୍ସ,  ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଗାଁକୁ ନେଲେ ମହିଳା

June 3, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ହସ୍ପିଟାଲ ପରିସର ମଧ୍ୟରେ ମେଡିକାଲ ରିପ୍ରେଜେଣ୍ଟେଟିଭିଙ୍କୁ ନା

June 3, 2025

Recent Posts

  • ପଞ୍ଜାବ କିଙ୍ଗ୍ସର ବିଜୟ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା, ଅର୍ଥ ରାଶି ଜମା କଲେ ସମର୍ଥକ
  • ମିଳିଲାନି ଆମ୍ବୁଲାନ୍ସ,  ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଗାଁକୁ ନେଲେ ମହିଳା
  • ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ
  • ହସ୍ପିଟାଲ ପରିସର ମଧ୍ୟରେ ମେଡିକାଲ ରିପ୍ରେଜେଣ୍ଟେଟିଭିଙ୍କୁ ନା
  • ଅପରେସନ ସିନ୍ଦୂର ପ୍ରସଙ୍ଗରେ ସିଡିଏସ ଅନିଲ ଚୌହାନଙ୍କ ବଡ଼ ବୟାନ
  • ଯୁବକଙ୍କୁ ଅପହରଣ କରି ହତ୍ୟା ; ପ୍ରମାଣ ନଷ୍ଟ ପାଇଁ କାନ୍ଥରେ ମୃତଦେହ ରଖି ପ୍ଲାଷ୍ଟର
  • ବିସ୍ଫୋରକ ଭର୍ତ୍ତି ମିନି ଟ୍ରକ ଜବତ ; ଗୋଦାମ ମାଲିକ ଡ୍ରାଇଭର ଗିରଫ
  • IPL ଫାଇନାଲରେ ହାରିବ RCB ! ଅଭିନେତା କଲେ ଭବିଷ୍ୟବାଣୀ
  • ଦେଶରୁ ସବୁଠୁ ବଡ଼ଧରଣର ସୁନା ଚୋରି , ବ୍ୟାଙ୍କରୁ ୫୨ କୋଟିର ସୁନା ନେଇ ଚୋର ଛୁ‘
  • ଭାରତର ଅନ୍ୟ ଏକ ଶତ୍ରୁ ଖଲାସ, ପାକିସ୍ତାନରେ ମୌଲାନା ଅବଦୁଲ ଅଜିଜ ଇସାରଙ୍କ ମୃତ୍ୟୁ
  • ରୁଷରେ ଏବେ ଆଳୁ ସଂକଟ, ମୁଣ୍ଡରେ ହାତ ଦେଲେଣି ରାଷ୍ଟ୍ରପତି ପୁଟିନ୍
  • ବିବାହ ପୂର୍ବରୁ ୩୪ସନ୍ତାନର ମା’ ଏହି ଅଭିନେତ୍ରୀ, ଶ୍ରେୟସ ଆୟରଙ୍କ ସହ ଗଭୀର ସମ୍ପର୍କ
  • ତୁର୍କୀଠୁ ବଡ଼ ବିପର୍ଯ୍ୟୟ ହେବ କି ? ପାକିସ୍ତାନରେ ଆସିବ କି ବଡ ସୁନାମୀ ?
  • ଦେଶରେ କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ, ୪ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
  • IPL ଫାଇନାଲ ୨୦୨୫ : କୋହଲିଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା, ଶେଷ ହେବ କି ତାଙ୍କ ୧୮ ବର୍ଷର ଅପେକ୍ଷା ?
Tweets by NandighoshaTV

ନଜର ପକାନ୍ତୁ

1 min read
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ପଞ୍ଜାବ କିଙ୍ଗ୍ସର ବିଜୟ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଁରେ ବନ୍ଧାହେଲା ବାନା, ଅର୍ଥ ରାଶି ଜମା କଲେ ସମର୍ଥକ

June 3, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ମିଳିଲାନି ଆମ୍ବୁଲାନ୍ସ,  ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଗାଁକୁ ନେଲେ ମହିଳା

June 3, 2025
  • ଓଡ଼ିଶା

ହାଇଦ୍ରାବାଦରୁ ଆସିଲା ପୁଣି ୧୫ ଟନ ବିସ୍ଫୋରକ

June 3, 2025
  • ଓଡ଼ିଶା
  • ହାଇଲାଇଟ୍ ସମ୍ବାଦ

ହସ୍ପିଟାଲ ପରିସର ମଧ୍ୟରେ ମେଡିକାଲ ରିପ୍ରେଜେଣ୍ଟେଟିଭିଙ୍କୁ ନା

June 3, 2025
Tweets by NandighoshaTV

Address

ଟ୍ୟାଗ୍ସ

#CMNaveenPatnaik Accident America Balasore bcci bhadrak BHUBANESWAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.