Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
October 9, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଜନଧନ ଖାତା ଥିଲେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା
  • ଜାତୀୟ
  • ମୁଖ୍ୟ ଖବର

ଜନଧନ ଖାତା ଥିଲେ ପ୍ରତି ମାସରେ ମିଳିବ ୩ ହଜାର ଟଙ୍କା

March 15, 2022
jandhan Account Holders Will Get 3K Rupees Every Month

ନୂଆଦିଲ୍ଲୀ: ଜନଧନ ଖାତା ଧାରକଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କ ପାଖରେ ଜନଧନ ଆକାଉଣ୍ଟ ଅଛି ତ ଆପଣ ମାସିକ ୩ ହଜାର ଟଙ୍କା ପାଇବେ । ସରକାର ଯେଉଁ ସବୁ ସ୍କିମରେ ଟଙ୍କା ଦେଉଛନ୍ତି । ସେସବୁ ଯୋଜନାରେ ପ୍ରଥମେ ଅର୍ଥ ଜନଧନ ଖାତାକୁ ପଠା ଯାଉଛି ।

କେନ୍ଦ୍ର ସରକାର ମାନଧନ ଯୋଜନାରେ ୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଯେ କେହି ବି ସାମିଲ୍ ହୋଇ ପାରିବ । ଆଉ କୌଣସି ବ୍ୟକ୍ତି ୬୦ ବର୍ଷ ହେଲା ପରେ ଏହି ସ୍କିମରୁ ଟଙ୍କା ମିଳିବ । ଏଥିରେ ବର୍ଷକୁ ୩୬ ହଜାର ଟଙ୍କା ଯାଏ ମିଳିବ ।

ଏହି ଯୋଜନାର ଲାଭ ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ମିଳିବ । ଉଠା ଦୋକାନୀ, ମିଡ୍ ଡେ ମିଲ୍ ୱାର୍କର, ଶ୍ରମିକ, ମୋଚି, ରିକ୍ସା ଚାଳକ, ଭୂମିହୀନ ଶ୍ରମିକ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହାଛଡ଼ା ଯଦି ଆପଣଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍ ତାହେଲେ ଆପଣ ଏହି ସ୍କିମରେ ଲାଭ ପାଇ ପାରିବେ ।

ଏଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଦରକାର । ଏହାଛଡ଼ା ଆପଣଙ୍କର ଜନଧନ ଆକାଉଣ୍ଟ ଥିବା ଦରକାର । ଏହି ଯୋଜନାରେ ଆପଣଙ୍କୁ ମାସିକ ୫୫ ଟଙ୍କାରୁ ୨୦୦ ଟଙ୍କା ଯାଏ ପ୍ରିମିୟମ୍ ଦେବାକୁ ପଡ଼ିବ । ଯଦି ଆପଣ ୧୮ ବର୍ଷ ବୟସରେ ସାମିଲ୍ ହେଉଛନ୍ତି ତ ୫୫ ଟଙ୍କା ମାସିକ ଦେବେ । ୩୦ ବର୍ଷ ଉପରେ ମାସିକ ୧୦୦ ଓ ୪୦ ବର୍ଷ ହୋଇଥିଲେ ମାସିକ ୨୦୦ ଟଙ୍କା ଦେବାକୁ ପଡ଼ିବ ।

Tags: bank account Jandhan Account Pension Scheme

Continue Reading

Previous କବାଡ଼ି ଖେଳରେ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ହତ୍ୟା
Next ୩୯.୭ଂ ତାପମାତ୍ରା ସହ ଅନୁଗୁଳ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଅଧିକ କାହାଣୀ

  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ

October 9, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

କ୍ରିକେଟର ରିଙ୍କୁ ସିଂହଙ୍କୁ ଡି- କମ୍ପାନୀରୁ ଧମକ, ୧୦ କୋଟି ଟଙ୍କା ଦାବି

October 9, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି

October 9, 2025

Recent Posts

  • ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ
  • କ୍ରିକେଟର ରିଙ୍କୁ ସିଂହଙ୍କୁ ଡି- କମ୍ପାନୀରୁ ଧମକ, ୧୦ କୋଟି ଟଙ୍କା ଦାବି
  • ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି
  • ମସଜିଦ ନିକଟରେ ସ୍କୁଟି ବ୍ଲାଷ୍ଟ ଘଟଣା ଆତଙ୍କବାଦୀ ଆକ୍ରମଣ ନୁହେଁ ; ପୋଲିସ ଜଣାଇଲେ ପ୍ରକୃତ ସତ
  • ଶିକ୍ଷୟତ୍ରୀଙ୍କ ବେକରୁ ଝାମ୍ପି ନେଲେ ଦୁର୍ବୁତ୍ତ ସୁନା ଚେନ
  • ବର୍ଷା ଘଡ଼ଘଡ଼ିରେ ଜଳିଗଲା ଲିଙ୍ଗରାଜଙ୍କ ବାନା
  • ବିହାର ନିର୍ବାଚନ ତାରିଖ ଘୋଷଣା ପରେ ସରୁନି ଏସଆଇଆର ବିବାଦ ; ଆଜି ତଥ୍ୟ ଦାଖଲ କରିବେ ଇସି
  • କଫ ସିରପ ଖାଇ ୨୦ ପିଲାଙ୍କ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ : ‘ଶ୍ରୀସନ ମେଡିକାଲ୍ସ’ ମାଲିକ ଗିରଫ
  • ଗାଜାକୁ ଫେରିବ ଶାନ୍ତି ; ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ଯୋଜନା ସ୍ୱାକ୍ଷର
  • ଅସ୍ତ୍ର ତ୍ୟାଗ କଲେ ହାର୍ଡକୋର ନକ୍ସଲ ; ୧୬ ମାଓବାଦୀଙ୍କ ଆତ୍ମସମର୍ପଣ
  • ଆଜିଠୁ ବିଜେଡିର ପଦଯାତ୍ରା, ସୁଆଣ୍ଡୋରୁ ଆରମ୍ଭ ହେବ ଅଭିଯାନ
  • ଘନ ଘନ ବିଜୁଳି କାଟ ସହ ସ୍ମାର୍ଟ ମିଟର ସମସ୍ୟା: ବିଭିନ୍ନ ସମସ୍ୟାରେ ସନ୍ତୁଳି ହେଉଛନ୍ତି ଉପଭୋକ୍ତା
  • କାଲିଠୁ ବିଜେଡି ପଦଯାତ୍ରା: ଘରକୁ ଘର ବୁଲି ସୃଷ୍ଟି କରାଯିବ ସଚେତନତା
  • ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ଘଟଣାକୁ ବିତିଲା ଦୁଇ ଦିନ, ତଥାପି ପୋଲିସ ହାତ ଖାଲି
  • ଭୁଶୁଡି ପଡିଛି ଆଇନଶୃଙ୍ଖଳା: ସନ୍ଧ୍ୟାରେ ଫୁଟୁଛି ଗୁଳି, ଦିନରେ ବୁଲୁଛି ଖଣ୍ଡା
Tweets by NandighoshaTV

ନଜର ପକାନ୍ତୁ

  • ଅପରାଧ
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ସ୍ତ୍ରୀ ଓ ପୁଅକୁ ହତ୍ୟା କରି ଝୁଲିପଡିଲା ସ୍ୱାମୀ

October 9, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

କ୍ରିକେଟର ରିଙ୍କୁ ସିଂହଙ୍କୁ ଡି- କମ୍ପାନୀରୁ ଧମକ, ୧୦ କୋଟି ଟଙ୍କା ଦାବି

October 9, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ବଦଳିଲେ ବ୍ରହ୍ମପୁରର ଅତିରିକ୍ତ ଏସପି

October 9, 2025
1 min read
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ମସଜିଦ ନିକଟରେ ସ୍କୁଟି ବ୍ଲାଷ୍ଟ ଘଟଣା ଆତଙ୍କବାଦୀ ଆକ୍ରମଣ ନୁହେଁ ; ପୋଲିସ ଜଣାଇଲେ ପ୍ରକୃତ ସତ

October 9, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.