ବିଶାଖାପାଟଣାର କମ୍ପାନୀ ବଏଲରରୁ ବିଷାକ୍ତ କେମିକାଲ୍ ଲିକ୍, କର୍ମଚାରୀ ସୁରକ୍ଷିତ
1 min readବିଶାଖାପାଟଣା: ବିଶାଖାପାଟଣାରେ ଏକ ଆଡମିରନ ଲାଇଫ ସାଇନ୍ସ ପ୍ରାଇଭେଟ ଲିମିଟେଡ କମ୍ପାନୀର ବଏଲରରୁ ବିଷାକ୍ତ ରସାୟନିକ ଲିକ ହେବା ନେଇ ସୂଚନା ମିଳିଛି । କୌଣସି କାରଣବଶତଃ କାରଖାନାରୁ ହଠାତ୍ କେମିକାଲ୍ ଲିକ୍ ହେବା ପରେ ଉତ୍ତେଜନା ଦେଖାଦେଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ପରେ କର୍ମଚାରୀ ମାନଙ୍କୁ ସୁରକ୍ଷିତ ବାହାରକୁ ବାହା କରାଯାଇଥିଲା । ଖବର ପାଇ ଟେକ୍ନିକାଲ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
Visakhapatnam: Employees were evacuated after toxic chemical leakage from the boiler at Admiron Life Sciences Private Limited in Visakhapatnam. The technical team rushed to the spot and leakage was brought under control, no casualty: Police
— ANI (@ANI) August 26, 2021
ତେବେ ରସାୟନିକ ଲିକେଜକୁ ନିୟନ୍ତ୍ରଣ କରାଯାଇଥିବା ବେଳେ ଏହି ଦୁର୍ଘଟଣାରେ କୗେଣସି କ୍ଷୟକ୍ଷତି ହୋଇନଥିବା ପୋଲିସ ସୁତ୍ରରୁ ପ୍ରକାଶ ।