ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର
1 min readବରଗଡ଼: ରାଜ୍ୟରେ ସୁଦୃଢ଼ ହେଉଛି ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା । ଏଥିସହିତ ଆଗକୁ ରାଜ୍ୟରେ ମିଳିବ G+୫ କ୍ୟାନସର ଚିକିତ୍ସା ।
ସୂଚନା ଅନୁଯାୟୀ, ବରଗଡ଼ରେ ନିର୍ମାଣ ହେବ କ୍ୟାନସର କେୟାର ସେଣ୍ଟର । ଏଥିପାଇଁ ୯୦କୋଟି ୨୭ଲକ୍ଷ ଟଙ୍କା ଖର୍ଚ୍ଚ ହେବ । G+୫ କର୍କଟ ସେବା କେନ୍ଦ୍ର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ପ୍ରାଶାସନିକ ଅନୁମତି ମିଳିଥିବା ସୂଚନା ମିଲିଛି ।
Further strengthening healthcare infrastructure in the State, #Odisha Govt has started the process for construction of G+5 Cancer Care Center in Bargarh. The project will cost ₹ 90.27 crores and significantly benefit people of the region. #OdishaCares pic.twitter.com/BzpU3yQr8I
— CMO Odisha (@CMO_Odisha) August 13, 2021
ଏହି କ୍ୟାନସର କେୟାର ସେଣ୍ଟର ହେଲେ ବରଗଡ଼ ଓ ଆଖପାଖ ଅଞ୍ଚଳର ରୋଗୀ ସୁବିଧାରେ ଚିକିତ୍ସା ପାଇପାରିବେ।