ରାଜ୍ୟରେ କରୋନାକୁ ମାତ୍ ଦେଲେ ଆଉ ୧୦ ହଜାର ୩୬ ଜଣ
1 min readଭୁବନେଶ୍ୱର: କରୋନା ସହ ଲଢ଼ୁଛି ଓଡ଼ିଶା । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୩୬ ଜଣ କରୋନାକୁ ହରାଇଛନ୍ତି । ଏଥିସହଲ ରାଜ୍ୟରେ ମୋଟ ସୁସ୍ଥତା ୫ ଲକ୍ଷ ୪୬ ହଜାର ୬୩୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 10036 Covid patients have recovered and are being discharged on 19.05.2021
1471 from Khordha
814 from Sundargarh
718 from Cuttack
510 from Anugul
455 from Bargarh
437 from Kalahandi
407 from Jajapur
366 from Ganjam
356 from Nabarangpur
351 from Puri
342 from Bolangir— H & FW Dept Odisha (@HFWOdisha) May 19, 2021
ଖୋର୍ଦ୍ଧାରୁ ସର୍ବାଧିକ ୧୪୭୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୧୪, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡ଼ରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ନବରଙ୍ଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗିରରୁ ୩୪୨, ଝାରସୁଗୁ଼ଡ଼ାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦, ନୟାଗଡ଼ରୁ ୨୪୫, ଢେଙ୍କାନାଳରୁ ୨୩୬ ଜଣ ସୁସ୍ଥ ହୋଇଛନ୍ତି ।
111 from Koraput
102 from Gajapati
95 from Kandhamal
83 from Malkangiri
271 from State PoolThe total recovered cases of Odisha now stand at 546631
— H & FW Dept Odisha (@HFWOdisha) May 19, 2021
ସେହିଭଳି ବାଲେଶ୍ୱରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡ଼ାରୁ ୨୦୨, ରାୟଗଡ଼ାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୧, ଦେବଗଡ଼ରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନଗିରିରୁ ୮୩ ଓ ଷ୍ଟେଟ ପୁଲରୁ ୨୭୧ ଜଣ ସୁସ୍ଥ ହୋଇଛନ୍ତି ।