୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୨୭୭୧ ଜଣଙ୍କ ମୃତ୍ୟୁ
1 min readନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ସତ୍ତ୍ୱେ ଥମୁନି କରୋନା ସଂକ୍ରମଣ । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୨୩ ହଜାର ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୨ ହଜାର ୭୨୧ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୮୨ ହଜାର ୨୦୪କୁ ବୃଦ୍ଧି ପାଇଛି । ଅନ୍ୟପଟେ ଗତିକାଲି ୨ ଲକ୍ଷ ୫୧ ହଜାର ୮୨୭ ଲୋକ କରୋନାକୁ ମାତ୍ ଦେଇଛନ୍ତି ।
India reports 3,23,144 new #COVID19 cases, 2771 deaths and 2,51,827 discharges in the last 24 hours, as per Union Health Ministry
Total cases: 1,76,36,307
Total recoveries: 1,45,56,209
Death toll: 1,97,894
Active cases: 28,82,204Total vaccination: 14,52,71,186 pic.twitter.com/ynq5OSrzCT
— ANI (@ANI) April 27, 2021
ଦେଶରେ କରୋନାର ସ୍ଥିତି
ମୋଟ ସଂକ୍ରମଣ ମାମଲା- ଏକ କୋଟି ୭୬ ଲକ୍ଷ ୩୬ ହଜାର ୩୦୭
ମୋଟ ମୃତ୍ୟୁ- ୧ ଲକ୍ଷ ୯୭ ହଜାର ୮୯୪
ମୋଟ ସୁସ୍ଥ- ୧ କୋଟି ୪୫ ଲକ୍ଷ ୫୬ ହଜାର ୨୦୯
ମୋଟ ଟିକାକରଣ- ୧୪ କୋଟି ୫୦ ଲକ୍ଷ ୮୫ ହଜାର ୯୧୧