Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
October 21, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଜାତୀୟ
  • ଚୀନ୍ କମ୍ପାନୀଙ୍କ ବିରୋଧରେ ଆଉ ଏକ ପଦକ୍ଷେପ, ୯ କମ୍ପାନୀଙ୍କ ବ୍ୟାଙ୍କ ଖାତା ଫ୍ରିଜ୍
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର

ଚୀନ୍ କମ୍ପାନୀଙ୍କ ବିରୋଧରେ ଆଉ ଏକ ପଦକ୍ଷେପ, ୯ କମ୍ପାନୀଙ୍କ ବ୍ୟାଙ୍କ ଖାତା ଫ୍ରିଜ୍

September 29, 2022

ନୂଆଦିଲ୍ଲୀ: ଆପ୍ ଦୁରୁପଯୋଗ ସହିତ ଜଡ଼ିତ ହାୱାଲା କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଉ ଏକ ବଡ଼ ଧରଣର ପଦକ୍ଷେପ ନେଇଛି । ଏହି ପଦକ୍ଷେପ କ୍ରମରେ ଇଡ଼ି ଚୀନ୍ ନିୟନ୍ତ୍ରଣରେ ଥିବା ୯ କମ୍ପାନୀଙ୍କ ଆକାଉଣ୍ଟକୁ ଫିଜ୍ କରାଯାଇଛି । ଏହି ୯ ବ୍ୟାଙ୍କ ଖାତରେ ମୋଟ ୯ କୋଟି ୮୨ ଲକ୍ଷ ଟଙ୍କା ଜମା ଥିବା ଜଣା ପଡ଼ିଛି ।ହାୱାଲା ଯାଂଚ୍ ଅନ୍ତର୍ଗତରେ ଅନେକ କମ୍ପାନୀଙ୍କ ଦ୍ୱାରା ‘ଏଚ ପିଜେଡ୍’ ନାମକ ଆପ୍ ଆଧାରିତ ଟୋକେନ ଓ ଏହି ଭଳି ଅନ୍ୟ ଆପ୍ ଦୁରୁପଯୋଗ ସମ୍ବନ୍ଧିତ ମାମଲାରେ ଏହି ପଦକ୍ଷେପ ନିଆଯାଇଛି

କୋଲକତାରେ ବୁଧବାର ଇଡି଼ କରିଥିଲା କାର୍ଯ୍ୟାନୁଷ୍ଠାନ

ବୁଧବାର ଦିନ ଇଡି କୋଲକତା ସ୍ଥିତ ଏକ ମୋବାଇଲ ଗେମ୍ ଆପ୍ କମ୍ପାନୀର ପ୍ରବନ୍ଧକଙ୍କ  ବିରୋଧରେ ହାୱାଲା ମାମଲାର ଯାଂଚ୍ କ୍ରମରେ ୧୨.୮୩ କୋଟି ମୂଲ୍ୟର ବିଟ୍ କଏନ୍ ଜବତ କରିଥିଲା । କମ୍ପାନୀ ବିରୋଧରେ ଠକେଇର ଅଭିଯୋଗ ରହିଛି । ଇଡି ତରଫରୁ ଏକ ବକ୍ତବ୍ୟରେ କୁହାଯାଇଥିଲା ଯେ, ଭିନସ କ୍ରିପ୍ଟୋ ଏକ୍ସଚେଂଜରେ ଅମିର ଖାନ୍ ନାମକ ବ୍ୟକ୍ତି ପାଖରେ ୭୭.୬୨୭୨୦୨୩୯ ବିଟ୍ କଏନ ରହିଛି । ଭାରତୀୟ ମୁଦ୍ରାରେ ଯାହାର ମୁଲ୍ୟ ୧୨ କୋଟି ୮୩ ଲକ୍ଷ ଟଙ୍କା ଅଟେ । ଖାନ୍ ମୋବାଇଲ ଗେମ୍ ଆପ୍ ଇ-ନଗେଟସର ମାଲିକ । ଅମିର ଖାନକୁ ୟୁପିରୁ ଗିରଫ କରାଯାଇଥିଲା । ଖାନ୍ ଓ ତାଙ୍କ ପିତା ନସିର ଖାନଙ୍କ କୋଲକତା ସ୍ଥିତ ଅଫିସ ଉପରେ ଚଢାଉ ହୋଇଥିଲା । ଏହି ଚଢାଉରୁ ୧୭ କୋଟି ୩୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଥିଲା ।

Tags: Bank Account Freeze China Company INDIA

Post navigation

Previous ସୁପ୍ରିମକୋର୍ଟଙ୍କ ସୁପ୍ରିମ ନିଷ୍ପତି : ଅବିବାହିତା ବି କରିପାରିବେ ଗର୍ଭପାତ
Next ବିବାହର ଚାରି ବର୍ଷ ପରେ ଅଲଗା ହେବେ ଦୀପିକା-ରଣବୀର? ଜାଣନ୍ତୁ କ’ଣ କହିଲେ ଅଭିନେତା

ଅଧିକ କାହାଣୀ

  • ଜାତୀୟ
  • ଟେକ୍ନୋଲଜି

ଆପଣଙ୍କ ଫୋନ୍ ପାଣିରେ ପଡ଼ିଗଲାକି ? ଆପଣାନ୍ତୁ ଏହି ଟିପ୍ସ …

October 21, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ବିହାର ରାଜନୀତିରେ ନୂଆ କାହାଣୀ ! ବଡ଼ ପରିବର୍ତ୍ତନର ସଙ୍କେତ ..

October 21, 2025
  • ଅପରାଧ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ; ଜେଲରେ ଦୀପକକୁ ଝାଳବୁହା ଜେରା

October 21, 2025

Recent Posts

  • ଆପଣଙ୍କ ଫୋନ୍ ପାଣିରେ ପଡ଼ିଗଲାକି ? ଆପଣାନ୍ତୁ ଏହି ଟିପ୍ସ …
  • ବିହାର ରାଜନୀତିରେ ନୂଆ କାହାଣୀ ! ବଡ଼ ପରିବର୍ତ୍ତନର ସଙ୍କେତ ..
  • ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ; ଜେଲରେ ଦୀପକକୁ ଝାଳବୁହା ଜେରା
  • ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଏସବୁ ଅଞ୍ଚଳରେ ସ୍ଥିତି ଗମ୍ଭୀର
  • ବଲିଉଡରେ ଶୋକର ଛାୟା ; ଆଖିବୁଜିଲେ ବଲିଉଡର କମେଡ଼ିଆନ୍ ଗୋବର୍ଦ୍ଧନ ଅସରାନି
  • ମାନିଲେନି ବାଣଫୁଟା କଟକଣା ; ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା
  • ବିହାର ନିର୍ବାଚନରେ କ’ଣ ହେବ ମୁସଲିମ ଭୋଟର ମତିଗତି ?
  • ବିହାର ବିଧାନସଭା ନିର୍ବାଚନ : ଆଜିଠୁ ଜମିବ ପ୍ରଚାର
  • ସ୍ନେହାଙ୍ଗିନୀଙ୍କୁ ସ୍ନେହର ବର୍ଷା ; ନୂଆପଡା ପ୍ରତି ବିଜୁ ଓ ନବୀନଙ୍କ ଅବଦାନ ହେବ ଶ୍ରେଷ୍ଠ ଆୟୁଧ
  • ସମୁଦ୍ରକୁ ଖସିଲା କାର୍ଗୋ ବିମାନ : ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ
  • ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ଧମକ
  • ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବାବୁ, ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେଉନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ନୌସେନା ସୈନିକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ପାଳନ, INS ବିକ୍ରାନ୍ତରୁ ସୈନିକଙ୍କୁ କଲେ ସମ୍ବୋଧନ
  • RJDର ୧୪୩ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ : ତାଲିକାରେ ଅନେକ ନାମୀ ଓ ଲୋକପ୍ରିୟ ନେତା
  • ମାଥିଲି ବିଷ୍ଣୁ ନାୟକ ହତ୍ୟା ଘଟଣାର ନୂଆ ମୋଡ, ଗିରଫ ଶଙ୍କର ହିଣ୍ଡିଆଙ୍କ ନାବାଳିକା ଝିଅର ଆତ୍ମହତ୍ୟା
Tweets by NandighoshaTV

ନଜର ପକାନ୍ତୁ

  • ଜାତୀୟ
  • ଟେକ୍ନୋଲଜି

ଆପଣଙ୍କ ଫୋନ୍ ପାଣିରେ ପଡ଼ିଗଲାକି ? ଆପଣାନ୍ତୁ ଏହି ଟିପ୍ସ …

October 21, 2025
  • ଜାତୀୟ
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ବିହାର ରାଜନୀତିରେ ନୂଆ କାହାଣୀ ! ବଡ଼ ପରିବର୍ତ୍ତନର ସଙ୍କେତ ..

October 21, 2025
  • ଅପରାଧ
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ; ଜେଲରେ ଦୀପକକୁ ଝାଳବୁହା ଜେରା

October 21, 2025
  • ଜାତୀୟ
  • ତାଜା ଖବର
  • ପାଣିପାଗ
  • ହାଇଲାଇଟ୍ ସମ୍ବାଦ

ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ଏସବୁ ଅଞ୍ଚଳରେ ସ୍ଥିତି ଗମ୍ଭୀର

October 21, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.