ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୮୬୮ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୮୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୯୯, ଲୋକାଲ କେସ୍ ୩୬୯ । ଖୋର୍ଦ୍ଧାରୁ ୧୨୬ , ସୁନ୍ଦରଗଡ଼ରୁ ୮୬, କଟକରୁ ୬୪, ଅନୁଗୁଳରୁ ୫୪, ମୟୂରଭଞ୍ଜ ଓ ନୂଆପଡାରୁ ୪୬ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୧୫୯୨ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୧ହଜାର ୭୮୮ ଥିବା ବେଲେ ସୁସ୍ଥ ହେଲେଣି ୩ଲକ୍ଷ ହଜାରେ ୭୭୭ଜଣ ଆକ୍ରାନ୍ତ । ଆକ୍ଟିଭ କେସ୍ ୮ହଜାର ୩୬୬
Covid-19 Report For 18th November
New Positive Cases: 868
In Quarantine: 499
Local contacts: 369(Details of local contacts will be shared by concerned District Administration)
District Wise Cases:
1. Angul: 54
2. Balasore: 18
3. Bargarh: 21
4. Bhadrak: 13
5. Balangir: 34— I & PR Department, Odisha (@IPR_Odisha) November 19, 2020
ଅନୁଗୁଳ: ୫୪, ବାଲେଶ୍ୱର: ୧୮, ବରଗଡ: ୨୧, ଭଦ୍ରକ: ୧୩, ବଲାଙ୍ଗୀର: ୩୪, ବୌଦ୍ଧ: ୧, କଟକ: ୬୪, ଦେବଗଡ: ୭, ଢେଙ୍କାନାଳ: ୧୮, ଗଜପତି: ୩, ଗଞ୍ଜାମ: ୧୧, ଜଗତସିଂହପୁର: ୪୪, ଯାଜପୁର: ୩୧, ଝାରସୁଗୁଡ଼ା: ୨୧, କଳାହାଣ୍ଡି: ୨୦, କନ୍ଧମାଳ: ୬, କେନ୍ଦ୍ରାପଡା: ୩୫, କେନ୍ଦୁଝର: ୩୯, ଖୋର୍ଦ୍ଧା: ୧୨୬, କୋରାପୁଟ: ୧୨, ମାଲକାନଗିରି: ୧୨, ମୟୂରଭଞ୍ଜ: ୪୬, ନବରଙ୍ଗପୁର: ୧୪, ନୟାଗଡ଼: ୩, ନୁଆପଡା: ୪୬, ପୁରୀ: ୨୮, ରାୟାଗଡା: ୭, ସମ୍ବଲପୁର: ୧୮, ସୋନପୁର: ୬, ସୁନ୍ଦରଗଡ: ୮୭, ରାଜ୍ୟ ପୁଲ୍: ୨୩ ।
22. Mayurbhanj: 46
23. Nawarangpur: 14
24. Nayagarh: 3
25. Nuapada: 46
26. Puri: 28
27. Rayagada: 7
28. Sambalpur: 18
29. Sonepur: 6
30. Sundargarh: 87
31. State Pool: 23New recoveries: 1303
Cumulative tested: 5424761
Positive: 311788
Recovered: 301777
Active cases: 8366— I & PR Department, Odisha (@IPR_Odisha) November 19, 2020