ରାଜ୍ୟରେ ଆଉ ୮୬୪ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଏହି ୮୬୪ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ୧୬ ହଜାର ୭୯୨ ଜଣ ସୁସ୍ଥ ହୋଇଛନ୍ତି ।
Happy to share that today we have achieved another high, with the recovery of 864 #COVID19 patients in a day.
The total recovered cases of Odisha now stand at 16792.
432 from Ganjam
137 from Rayagada
31 from Baragarh
28 from Khurdha
26 from Cuttack
26 from Keonjhar— H & FW Dept Odisha (@HFWOdisha) July 26, 2020
୮୬୪ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୩୨, ରାୟଗଡ଼ାର ୧୩୭, ବରଗଡ଼ର ୩୧, ଖୋର୍ଦ୍ଧା ୨୮, କଟକ ଓ କେନ୍ଦୁଝରରୁ ୨୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ଭଦ୍ରକରୁ ୨୩, ମୟୂରଭଞ୍ଜରୁ ୨୨, ଯାଜପୁରରୁ ୧୯, କନ୍ଧମାଳରୁ ୧୫, ଗଜପତିରୁ ୧୪, ସମ୍ବଲପୁରୁ ୧୪, ଜଗତସିଂହପୁରରୁ ୧୨, ଢ଼େଙ୍କନାଳରୁ ୧୦, ସୁନ୍ଦରଗଡ଼ରୁ ୧୦ ଓ ବାଲେଶ୍ୱରରୁ-କେନ୍ଦ୍ରାପଡ଼ା-ମାଲକାନଗିରିରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।
23 from Bhadrak
22 from Mayurbhanj
19 from Jajpur
15 from Kandhamal
14 from Gajapati
14 from Sambalpur
12 from Jagatsinghpur
10 from Dhenkanal
10 from Sundergarh
7 from Nayagarh
6 each from Balesore Kendrapara & Malkangiri
5 each from Jharsuguda & Koraput— H & FW Dept Odisha (@HFWOdisha) July 26, 2020
ସେହିଭଳି ଝାରସୁଗୁଡ଼ାରୁ ଓ କୋରାପୁଟରୁ ମଧ୍ୟ ୫ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବଲଙ୍ଗିରରୁ ୪ ପୁରୀରୁ ୩, ବୌଦ୍ଦରୁ ୨ ଓ ସୋନପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
4 from Bolangir
3 from Puri
2 from Boudh
1 from Sonepur— H & FW Dept Odisha (@HFWOdisha) July 26, 2020