ରାଜ୍ୟରେ ଆଉ ୮୪ କରୋନା ଆକ୍ରାନ୍ତ ସୁସ୍ଥ
1 min readଭୁବନେଶ୍ୱର: ରାଜ୍ୟ ପାଇଁ ଆଉ ଏକ ଭଲ ଖବର । ପୁଣି ୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୮୪ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୨୪ ଜଣ ରହିଛନ୍ତି । ସେହିଭଳି ଯାଜପୁରର ୧୮ ଜଣ, ବାଲେଶ୍ୱରର ୧୧ ଜଣ, କଟକର ୭ ଜଣ, ଭଦ୍ରକର ୬ ଜଣ, କେନ୍ଦ୍ରପଡ଼ାର ୫ ଜଣ, ଖୋର୍ଦ୍ଧା ଏବଂ ପୁରୀର ୪ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୟାଗଡ଼ ଓ ମୟୂରଭଞ୍ଜର ଦୁଇ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 84 Covid patients have recovered and are being discharged.
24 are from Ganjam
18 from Jajpur
11 from Balasore
7 from Cuttack
6 from Bhadrak
5 from Kendrapara
4 each from Khordha and Puri
2 each from Nayagarh and Mayurbhanj, and
1 from Sundargarh.— H & FW Dept Odisha (@HFWOdisha) May 26, 2020
ତେବେ ରାଜ୍ୟରେ ଏବେ ମୋଟ୍ ୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ମୋଟ ୭ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଥିବା ବେଳେ ୭୭୭ଟି ସକ୍ରିୟ କେସ୍ ରହିଛି ।
The total recovered cases of Odisha now stand at 733.
— H & FW Dept Odisha (@HFWOdisha) May 26, 2020