ମୁକୁଳିବେ ମେହମୁବା, ଜାରି ହେଲା ବିଜ୍ଞପ୍ତି
1 min readଜମ୍ମୁ ଓ କଶ୍ମୀର: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ କାରାବାସରୁ ମୁକ୍ତି ମିଳିବ । ଏ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାୟ ଏକ ବର୍ଷ କାରାବାସ ଭୋଗିବା ପରେ ମୁଫତି କାରାବାସରୁ ମୁକ୍ତ ହେବେ । ଏନେଇ ଜମ୍ମୁ ସିଭିଲ ସେକ୍ରେଟେରିୟଟ୍ ଗୃହ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
PDP Chief and former CM of Jammu and Kashmir #MehboobaMufti being released from her detention, says J&K Government Spokesperson Rohit Kansal.#NandighoshaTV pic.twitter.com/P00FRU1x38
— NandighoshaTV (@NandighoshaTV) October 13, 2020