ରାଜ୍ୟରେ ଆଉ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ଜଣଙ୍କ ମୃତ୍ୟୁ
1 min readଭୁବନେଶ୍ୱର: ଲଗାତର ଭାବରେ ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୩୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୫୪୩ରେ ପହଞ୍ଚିଛି ।
Covid-19 Report For 15th November
New Positive Cases: 749
In quarantine: 437
Local contacts: 312(Details of local contacts will be shared by concerned District Administration)
District Wise Cases:
1. Angul: 45
2. Balasore: 38
3. Bargarh: 24
4. Bhadrak: 15
5. Balangir: 24— I & PR Department, Odisha (@IPR_Odisha) November 16, 2020
ଖୋର୍ଦ୍ଧାରୁ ସର୍ବାଧିକ ୮୮, ସୁନ୍ଦରଗଡ଼ରୁ ୫୫, ଜଗତସିଂହପୁରରୁ ୪୮, ଅନୁଗୁଳରୁ ୪୫, କେନ୍ଦୁଝରରୁ ୪୧, ବାଲେଶ୍ୱରରୁ ୩୮, କଟକରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୬କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୯ହଜାର ୪୦୮ରେ ପହଞ୍ଚିଛି । ଆକ୍ଟିଭ କେସ୍ ୯ହଜାର ୯୫୦ ରହିଥିବାବେଳେ ସୁସ୍ଥ ହେଲେଣି ୨ଲକ୍ଷ ୯୭ହଜାର ୮୬୨ଜଣ ଆକ୍ରାନ୍ତ ।
22. Nawarangpur: 17
23. Nayagarh: 6
24. Nuapada: 14
25. Puri: 15
26. Rayagada: 2
27. Sambalpur: 28
28. Sonepur: 2
29. Sundargarh: 55
30. State Pool: 21New recoveries: 1346
Cumulative tested: 5294726
Positive: 309408
Recovered: 297862
Active cases: 9950— I & PR Department, Odisha (@IPR_Odisha) November 16, 2020