ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୬୪୨ ନୂଆ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୬୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୭୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୬୮ । ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟି ୩ ଲକ୍ଷ ୧୫ ହଜାର ୨୭୧ ଜଣ ମୋଟି ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ଏବେ ୬୮୨୧ ଜଣ ରୋଗୀ ସୁସ୍ଥ ହୋଇ ଘରକ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୬ ହଜାର ୭୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
https://twitter.com/IPR_Odisha/status/1331109902052278276
କେନ୍ଦୁଝରରୁ ସର୍ବାଧିକ ୭୦, ନୂଆପଡାରୁ ୬୯, ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ ୬୨, ଅନୁଗୁଳରୁ ୪୬, ମୟୂରଭଞ୍ଜରୁ ୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଉ ୧୪ କେରାନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୬୭୧ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୫ହଜାର ୨୭୧ ଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୬ହଜାର ୭୨୬ । ଆକ୍ଟିଭ କେସ୍ ୬ହଜାର ୮୨୧ ।
22. Mayurbhanj: 41
23. Nawarangpur: 4
24. Nayagarh: 2
25. Nuapada: 69
26. Puri: 17
27. Rayagada: 5
28. Sambalpur: 19
29. Sonepur: 2
30. Sundargarh: 66
31. State Pool: 12New recoveries: 913
Cumulative tested: 5642407
Positive: 315271
Recovered: 306726
Active cases: 6821— I & PR Department, Odisha (@IPR_Odisha) November 24, 2020