ନେମାଳ ଅଚ୍ୟୁତାନନ୍ଦ ପୀଠ ପରିଦର୍ଶନ କରି ବିକାଶ କାର୍ଯ୍ୟର ସମୀକ୍ଷା କଲେ 5-ଟି ସଚିବ

1 min read

କେନ୍ଦ୍ରପଡ଼ା: ସାଲେପୁର ନେମାଳ ଅଚ୍ୟୁତାନନ୍ଦ ପୀଠକୁ ଅଚାନକ ଗସ୍ତ କରିଥିଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଦୁଇ ଦିନିଆ କେନ୍ଦ୍ରାପଡ଼ା ଗସ୍ତସାରି ଫେରିବା ସମୟରେ ନେମାଳ ଅଚ୍ୟୁତାନନ୍ଦ ମହାପୁରଷଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିଦର୍ଶନ କରିଥିଲେ । ମନ୍ଦିରର ଉନ୍ନତି ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ସେବାୟତଙ୍କ ସହ ଫାଇଭ-ଟି ସଚିବ ଆଲୋଚନା କରିଛନ୍ତି । ଏହାସହିତ ମିଶନ ଶକ୍ତି ମହିଳାଙ୍କ ସହିତ କିଛି ସମୟ ଅଲୋଚନା କରିଥିଲ ।