ରାଜ୍ୟରେ ଆଉ ୫୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୫୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ଭିତରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ମଧ୍ୟ ଆସୁଛି । ଯାହାକି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଏହି ୫୮୧ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୭ ହଜାର ୩୭୩ରେ ପହଞ୍ଚିଛି ।
Another 581 #COVID19 patients have recovered and are being discharged on 27.7.2020.
160 from Ganjam
77 from Khurdha
43 from Gajapati
34 from Cuttack
32 from Malkangiri
25 from Bargarh
23 from Bhadrak
19 from Keonjhar
17 from Angul
17 from Kandhamal— H & FW Dept Odisha (@HFWOdisha) July 27, 2020
୫୮୧ଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୬୦ ଜଣ ଥିବା ବେଳେ ଖୋର୍ଦ୍ଧାର ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡ଼ର ୨୫, ଭଦ୍ରକର ୨୩, କେନ୍ଦୁଝରର ୧୯, ଅନୁଗୁଳର ୧୭, ଜଗତସିଂହପୁରର ୧୪, କନ୍ଧମାଳର ୧୭, ସମ୍ବଲପୁରର ୧୪, ମୟୂରଭଞ୍ଜର ୧୨, ରାୟଗଡ଼ାର ୧୨, ସୁନ୍ଦରଗଡ଼ର ୧୨, ବାଲେଶ୍ୱରର ୧୦, ଝାରାସୁଗୁଡ଼ାର ୯, କେନ୍ଦ୍ରାପଡ଼ାର ୯, ପୁରୀର ୯, ଢ଼େଙ୍କାନାଳର ୯, ଯାଜପୁରର ୭, ବଲାଙ୍ଗିରର ୬, ବୌଦ୍ଧର ୫, ଦେଓଗଡ଼ର ୩, ନବରଙ୍ଗପୁରର ୨ ଜଣ ସୁସ୍ଥ ହୋଇଥିବା ବେଳେ କୋରାପୁଟ ଓ ନୟାଗଡ଼ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
14 from Jagatsinghpur
14 from Sambalpur
12 from Mayurbhanj
12 from Rayagada
12 from Sundergarh
10 from Balasore
9 from Jharsuguda
9 from Kendrapara
9 from Puri
8 from Dhenkanal
7 from Jajpur
6 from Balangir
5 from Boudh
3 from Deogarh
2 from Nabarangpur— H & FW Dept Odisha (@HFWOdisha) July 27, 2020
ରାଜ୍ୟରେ ଏବେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଥିବା ବେଳେ ୧୬ ହଜାର ୭୯୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୯ ହଜାର ୯୧୮ଟି ମାମଲା ଏବେ ସକ୍ରିୟ ରହିଛି ।
1 each from Koraput & Nayagarh
The total recovered cases of Odisha now stand at 17373.
— H & FW Dept Odisha (@HFWOdisha) July 27, 2020