ମା ରାମଚଣ୍ଡୀଙ୍କ ପୀଠରୁ ପଦଯାତ୍ରାରେ ବାହାରିଛନ୍ତି ୫ଯୁବକ

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜନଗର ମା ରାମଚଣ୍ଡୀଙ୍କ ପୀଠରୁ ପଦଯାତ୍ରାରେ ବାହାରିଛନ୍ତି ୫ଯ଼ୁବକ । CAA ସପକ୍ଷରେ ନବୀନ ନିବାସକୁ ଏହି ପଦଯାତ୍ରା । ମାଆ ରାମଚଣ୍ଡୀଙ୍କ ପାଖରେ ପୂଜାର୍ଚ୍ଚନା କରି ଶକ୍ତିପୀଠରୁ ବାହାରି ଝାରସୁଗୁଡ଼ା ସହର ଦେଇ ନବୀନ ନିବାସ ବାହାରିଛନ୍ତି ।

ତେବେ ଦୁର୍ନୀତିମୁକ୍ତ ଭାରତ ଏବଂ CAA ସପକ୍ଷରେ ବାହାରି ରାସ୍ତାରେ ଲୋକଙ୍କୁ ଅବଗତ କରାଉଛନ୍ତି ।

ନବୀନ ନିବାସ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏନେଇ ଚର୍ଚ୍ଚା କରିବେ ବୋଲି ଜଣାପଡ଼ିଛି ।

Leave a Reply