ପିଓକେରେ ପାକିସ୍ତାନୀ ସେନାକୁ ମାତ୍: ୫ ନିପାତ
1 min read
ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ । ଭାରତୀୟ ସେନାର କଡ଼ା ଜବାବ । ପ୍ରତି ଆକ୍ରମଣରେ୪ ରୁ ୫ ପାକିସ୍ତାନ ସେନା ନିପାତ । ଏଥିସହିତ ବହୁ ଆତଙ୍କୀ କ୍ୟାମ୍ପ ଓ ଲଞ୍ଚିଂ ପ୍ୟାଡ ଧ୍ୱଂସ । ଭାରତର ଆକ୍ରମଣକୁ ସ୍ୱୀକାର କରିଛି ପାକିସ୍ତାନ । ପିଓକେ ଅନ୍ତର୍ଗତ କୁପୱାଡ଼ାର ତଙ୍ଗଧା ସେକ୍ଟରରେ ଅସ୍ତ୍ରବିରତି ଉଲଘଂନ କରିଛି ପାକିସ୍ତାନ । ')}