କଣ୍ଟେନରରୁ ମିଳିଲା ୩୯ ମୃତହେବ, ୟୁକେ ପୋଲିସର ତଦନ୍ତ ଆରମ୍ଭ

ଇଷ୍ଟ ଲଣ୍ଡନରେ ଏକ କଣ୍ଟେନରରୁ ୩୯ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଛି । ବୁଲଗେରିଆରୁ ଏହା ଆସୁଥିବା ସ୍ଥାନୀୟ ପୋଲିସ କହିଛି । ଇଷ୍ଟ ଲଣ୍ଡନର ଗ୍ରେଜ’ରେ ଥିବା ଇଣ୍ଡଷ୍ଟ୍ରିଆଲ୍ ପାର୍କରେ ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି । ')}

Leave a Reply

Your email address will not be published.