ରାଜ୍ୟରେ ୪୦୦ ତଳକୁ ଖସିଲା ଦୖେନିକ କରୋନା ସଂକ୍ରମଣ
1 min readଭୁବନେଶ୍ୱର: ରାଜ୍ୟରେ ଧିରେଧିରେ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ମଧ୍ୟରେ ଓଡିଶାରୁ ପାଖାପାଖି ୩୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହି କରୋନା ସଂକ୍ରମିତଙ୍କ ମଧ୍ୟରୁ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୯୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୪୨ ।
Covid-19 Report For 11th December
New Positive Cases: 335
In quarantine: 193
Local contacts: 142(Details of local contacts will be shared by concerned District Administration)
District Wise Cases:
1. Angul: 25
2. Balasore: 26
3. Bargarh: 8
4. Bhadrak: 8
5. Balangir: 11— I & PR Department, Odisha (@IPR_Odisha) December 12, 2020
ସୁନ୍ଦରଗଡରୁ ସର୍ବାଧିକ ୫୨ ଜଣ ରହିଥିବା ବେଳେ ତା’ ତଳକୁ ଖୋର୍ଦ୍ଧାରୁ ୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ଓଡିଶାରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
23. Nuapada: 7
24. Puri: 15
25. Rayagada: 2
26. Sambalpur: 10
27. Sundargarh: 52
28. State Pool: 7New recoveries: 408
Cumulative tested: 6345705
Positive: 323364
Recovered: 318278
Active cases: 3231— I & PR Department, Odisha (@IPR_Odisha) December 12, 2020
ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୬୪ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୮ ହଜାର ୨୭୮ କରୋନା ରୋଗୀ। ଏହାବ୍ୟତୀତ ଆକ୍ଟିଭ କେସ୍ ୩ ହଜାର ୨୩୧ ରହିଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୧୮୦୨କୁ ବୃଦ୍ଧି ପାଇଛି ।