ଦିନକରେ ଓଡିଶାରୁ ୩୩୨ କରୋନା ପଜିଟିଭ, ୪ ମୃତ
1 min readଭୁବନେଶ୍ୱର: ଓଡିଶାରେ କ୍ରମାଗତ ଭାବରେ ଖସିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ୩୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 13th December
New Positive Cases: 332
In quarantine: 189
Local contacts: 143(Details of local contacts will be shared by concerned District Administration)
District Wise Cases:
1. Angul: 35
2. Balasore: 11
3. Bargarh: 15
4. Bhadrak: 5
5. Balangir: 10— I & PR Department, Odisha (@IPR_Odisha) December 14, 2020
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୮୯, ଲୋକାଲ କେସ୍ ୧୪୩ । ସୁନ୍ଦରଗଡ଼ରୁ ସର୍ବାଧିକ ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୫ ବାହାରିଛନ୍ତି ।
23. Puri: 21
24. Rayagada: 3
25. Sambalpur: 11
26. Sonepur: 1
27. Sundargarh: 51
28. State Pool: 7New recoveries: 386
Cumulative tested: 6409675
Positive: 324089
Recovered: 319069
Active cases: 3156— I & PR Department, Odisha (@IPR_Odisha) December 14, 2020
ଏଥିସହିତ କରୋନାରେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୧୮୧୧କୁ ବୃଦ୍ଧି ହୋଇଛି । ତେବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୦୮୯ ଥିବା ବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୧୯ ହଜାର ୦୬୯ । ଆକ୍ଟିଭ କେସ୍ ରହିଛି ୩ ହଜାର ୧୫୬।