ରାଜ୍ୟରେ ଆଉ ୩୨୧୭ କରୋନା ଆକ୍ରାନ୍ତ ସୁସ୍ଥ
1 min readଭୁବନେଶ୍ୱର: ରାଜ୍ୟରେ ଆଉ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏବେ ସୁଦ୍ଧା ଏକ ଲକ୍ଷ ୧୫ ହଜାର ୨୭୯ ଜଣ ସୁସ୍ଥ ହୋଇସାରିଛନ୍ତି ।
Another 3217 Covid patients have recovered and are being discharged on 12.09.2020
647 from Khordha
281 from Mayurbhanj
275 from Cuttack
218 from Bargarh
206 from Rayagada
126 from Ganjam
116 from Keonjhar
112 from Jajapur
112 from Koraput
103 from Puri
96 from Jharsuguda— H & FW Dept Odisha (@HFWOdisha) September 12, 2020
ଆଜିର ୩୨୧୭ ଜଣ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୮୧ ଜଣ, କଟକରୁ ୨୭୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ବରଗଡ଼ରୁ ୨୧୮, ରାୟଗଡ଼ାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡ଼ାରୁ ୯୬, ନବରଙ୍ଗପୁରରୁ ୭୯, ନୂଆପଡ଼ାରୁ ୭୯, ସୁନ୍ଦରଗଡ଼ରୁ ୭୯, ସମ୍ବଲପୁରରୁ ୭୫, ଅନଗୁଳରୁ ୬୯, କେନ୍ଦ୍ରାପଡ଼ାରୁ ୫୯, ଭଦ୍ରକରୁ ୫୪, ଜଗତସିଂହପୁରରୁ ୫୪, ସୋନପୁରରୁ ୫୩, ବାଲେଶ୍ୱରରୁ ୪୯, ବଲାଙ୍ଗିରରୁ ୪୯, ନୟାଗଡ଼ରୁ ୪୯, କନ୍ଧମାଳରୁ ୩୬, ମାଲକାନଗିରିରୁ ୨୮, ଗଜପତିରୁ ୨୧, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୭, ଦେଓଗଡ଼ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି ।
79 from Nabarangpur
79 from Nuapada
79 from Sundargarh
75 from Sambalpur
69 from Anugul
69 from Dhenkanal
59 from Kendrapara
54 from Bhadrak
54 from Jagatsinghpur
53 from Sonepur
49 from Baleswar
49 from Bolangir
49 from Nayagarh
36 from Kandhamal
28 from Malkangiri— H & FW Dept Odisha (@HFWOdisha) September 12, 2020
21 from Gajapati
12 from Kalahandi
7 from Boudh
4 from DeogarhThe total recovered cases of Odisha now stand at 115279
— H & FW Dept Odisha (@HFWOdisha) September 12, 2020