ରାଜ୍ୟରେ ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ପୁଣି ୩୦୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୧୮୪୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୮୧ ଜଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଉ ୪୦୫୩ ଜଣ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
ରାଜ୍ୟରେ ଏବେ ସୁଦ୍ଧା ୧୮,୩୯,୮୫୪ ଜଣଙ୍କ ନମୁନା ପରୀକ୍ଷା ସରିଛି । ସେଥିମଧ୍ୟରୁ ୧,୦୬,୫୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୭,୨୮୬ । ଅନ୍ୟପଟେ ଏବେ ୨୮,୭୧୯ଟି ମାମଲା ସକ୍ରିୟ ରହିଛି ।
Covid-19 Report For 31st August
New Positives Cases: 3025
In quarantine: 1844
Local contacts: 1181(Details of local contacts will be shared by concerned District Administration)
District Wise Cases
1. Angul: 58
2. Balasore: 40
3. Bargarh: 61
4. Bhadrak: 94
5. Balangir: 24— I & PR Department, Odisha (@IPR_Odisha) September 1, 2020
ଅନୁଗୁଳରୁ ୫୮, ବାଲେଶ୍ୱର ୪୦, ବରଗଡ଼ ୬୧, ଭଦ୍ରକ ୯୪, ବଲାଙ୍ଗିର ୨୪, ବୌଦ୍ଧ ୯, କଟକ ୩୧୨, ଦେଓଗଡ଼ ୧, ଢ଼େଙ୍କାନାଳ ୧୩୨, ଗଜପତି ୨୯, ଗଞ୍ଜାମ ୨୦୭, ଜଗତସିଂହପୁର ୭୮, ଯାଜପୁର ୮୫, ଝାରସୁଗୁଡ଼ା ୫୯, କଳାହାଣ୍ଡି ୮୨, କନ୍ଧମାଳ ୨୨, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝରରୁ ୫୦, ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଜଣ ଚିହ୍ନଟ ହୋଇଛନ୍ତି ।
6. Boudh: 9
7. Cuttack: 312
8. Deogarh: 1
9. Dhenkanal: 132
10. Gajapati: 29
11. Ganjam: 207
12. Jagatsinghpur: 78
13. Jajpur: 85
14. Jharsuguda: 59
15. Kalahandi: 82
16. Kandhamal: 22
17. Kendrapada: 128
18. Keonjhar: 50
19. Khurda: 666
20. Koraput: 139
21. Malkangiri: 32— I & PR Department, Odisha (@IPR_Odisha) September 1, 2020
ସେହିଭଳି କୋରାପୁଟରୁ ୧୩୯, ମାଲକାନଗିରି ୩୨, ମୟୂରଭଞ୍ଜ ୨୧୫, ନବରଙ୍ଗପୁର ୪୬, ନୟାଗଡ଼ ୬୭, ନୂଆପଡ଼ା ୭୯, ପୁରୀ ୧୩୬, ରାୟଗଡ଼ା ୧୩, ସମ୍ବଲପୁର ୮୩, ସୋନପୁର ୨୨, ସୁନ୍ଦରଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 215
23. Nawarangpur: 46
24. Nayagarh: 67
25. Nuapada: 79
26. Puri: 136
27. Rayagada: 13
28. Sambalpur: 83
29. Sonepur: 22
30. Sundargarh: 56New Recoveries: 4053
Cumulative Tested: 1839854
Positive: 106561
Recovered: 77286
Active Cases: 28719— I & PR Department, Odisha (@IPR_Odisha) September 1, 2020