୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ, ୩ ରାଶିଙ୍କ ଚମକିବ ଭାଗ୍ୟ
୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଏହି ତିନି ରାଶି ହେବେ ମାଲାମାଲ୍ । ତିନି ରାଶିଙ୍କ ଉପରେ ଧନ ବୃଷ୍ଟି କରିବେ ଲକ୍ଷ୍ମୀ ନାରାୟଣ । ଏହି ଦୁର୍ଲଭ ସଂଯୋଗ ୯୦ ବର୍ଷ ପରେ ଆସିଥିବା ଜ୍ୟୋତିଷ ଶାସ୍ତ୍ର କହୁଛି ।
ମେଷ
କାର୍ତ୍ତିକ ପୂର୍ଣ୍ଣିମା ଠୁ ଆପଣଙ୍କ ଭଲ ଦିନ ଆରମ୍ଭ ହୋଇଛି । ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ବର୍ଷିବ । ଆର୍ଥିକ ଭାବେ ମଜବୁତ ହେବେ । ଚିନ୍ତାମୁକ୍ତ ରହିବେ । ସମାଜରେ ମାନ ସମ୍ମାନ ବଢିବ । ଦୀର୍ଘଦିନ ଧରି ଲାଗି ରହିଥିବା ରୋଗରୁ ମୁକ୍ତି ପାଇବେ ।
ତୁଳା
କ୍ୟାରିଅରରେ ନୂଆ ସୁଯୋଗ ସୃଷ୍ଟି ହେବ । ଧନଧାନ୍ୟରେ ବୃଦ୍ଧି ହେବ । ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଆପଣଙ୍କ ଉପରେ ଆଶୀର୍ବାଦ ଅଜାଡି ଦେବେ ।
ମୀନ
ଆୟର ସ୍ରୋତ ବୃଦ୍ଧି ହେବ । ଋଣ ଭାରରୁ ମୁକ୍ତି ପାଇବେ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ । ସନ୍ତାନ ସନ୍ତତିଙ୍କ ଠୁ ଖୁସି ଖବର ମିଳିବ । କ୍ୟାରିଅରରେ ନୂଆ ସୁଯୋଗ ମିଳିବ । ଚାକିରିଆଙ୍କ ପାଇଁ ଭଲ ସମୟ ଆସିବ । ବ୍ୟବସାୟୀ ବି ଲାଭବାନ ହେବେ ।