spot_img

Latest Posts

ଠକ ଦମ୍ପତିଙ୍କ ତିନିଟି ଦାମୀ କାର ଜବତ କଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଠକ ଦମ୍ପତିଙ୍କ ତିନିଟି କାର ଜବତ କଲା ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସେ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସେ କାର  ଦେଇଥିଲେ। ଅନିଲଙ୍କ ଜନ୍ମଦିନରେ ଦେଇଥିଲେ ଏହି ଦାମୀ ପୋର୍ସେ କାର। ସାମ୍ନାକୁ ବି ଆସିଥିଲା ପୋର୍ସେ କାର ଗିଫ୍ଟ ଦେବା ବେଳର ଭିଡିଓ। କାର ଦେଉଥିବା ବେଳେ ସେଲିବ୍ରିଟି ଏଣ୍ଟ୍ରି ସହ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା। ଅନିଲ ମହାନ୍ତିଙ୍କ ଜନ୍ମଦିନକୁ ବହୁ ଆଡ଼ମ୍ବରରେ ପାଳନ କରିଥିଲେ ହଂସିତା। ଯେଉଁଥିରେ ଖଣି ବ୍ୟବସାୟୀ, ସୁନା ଦୋକାନୀ, ବିଲଡର ଓ ପଲିଟିକାଲ ଲୋକଙ୍କୁ ଦେଖିବାକୁ ମିଳିଥିଲା।

Latest Posts

Don't Miss