ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ

ଗଞ୍ଜାମ: ସୁରତରୁ ବାହାରିଥିବା ବସ୍‌ ବିଳମ୍ବିତ ରାତିରେ ଆସି ଓଡ଼ିଶାରେ ପହଞ୍ଚିଛି । ତିନି ଦିନ ବସ୍‌ ଯୋଗେ ଯାତ୍ରା ପରେ ସୁରତରୁ ଗଞ୍ଜାମକୁ ଫେରିଛନ୍ତି ପ୍ରବାସୀ ଓଡ଼ିଆ l ଚାରୋଟି ବସ୍‌ ରେ ୨୧୭ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ପ୍ରଥମ ବସ୍‌ରେ ଆସିଛନ୍ତି ୫୨ ଜଣ ଦ୍ୱିତୀୟ ବସରେ ଆସିଛନ୍ତି ୫୬ ଜଣ ତୃତୀୟ ବସରେ ଆସିଛନ୍ତି ୫୬ ଏବଂ ଚତୁର୍ଥ ବସରେ ୫୩ ଜଣ ଆସିଛନ୍ତି । ସମସ୍ତ ୨୧୭ ଜଣ … Continue reading ସୁରତରୁ ବସ୍‌ରେ ଫେରିଲେ ୨୨୮ ଜଣ ପ୍ରବାସୀ ଓଡ଼ିଆ