spot_img

Monthly Archives: August, 2025

Browse our exclusive articles!

ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ; ଜିଲ୍ଲାରେ ମଣ୍ଡି ଅଚଳାବସ୍ତାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ : ମଣ୍ଡି ସମସ୍ୟା ନେଇ ନବରଙ୍ଗପୁରର ସାତଟି ବ୍ଲକରେ...

ହାତୀ ପାଇଁ ରାତି ଉଜାଗର; ଅଧରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା

ନନ୍ଦିଘୋଷ ବ୍ୟୁରୋ : ହାତୀ ପାଇଁ ରାତି ଉଜାଗର । ଅଧ...

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ ; ମୃତକ ହେଲେ କଟକ ଚାଉଳିଆଗଂଜର ସରୋଜ କୁମାର ଜେନା

ନନ୍ଦିଘୋଷ ବ୍ୟୁରୋ : ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ ।...

ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ଅର୍ପିତା ଓ ସୋମେଶଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି

ନନ୍ଦିଘୋଷ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ବିବାଦ। କଣ୍ଠଶିଳ୍ପୀ...

ନିକିର ବେଡରୁମରୁ ମିଳିଲା ଆଉ ଏକ ସୁରାଗ, ବଢିଲା ବିପିନର ଅଡୁଆ

ନନ୍ଦିଘୋଷ ବ୍ୟୁରୋ : ୟୁପିର ଗ୍ରେଟର ନୋଏଡାର ନିକି ହତ୍ୟା ମାମଲାରେ, ତାଙ୍କ ସ୍ୱାମୀ ବିପିନ ଭାଟି ସମେତ ଚାରି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। କିନ୍ତୁ...

୪ ମହଲା କୋଠା ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ, ୮ ଆହତ; ଅନେକ ଫସି ରହିଥିବା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ  :  ମହାରାଷ୍ଟ୍ରର ଭାସାଇ-ଭିରାରରେ ଘଟିଛି ଏକ ବଡ଼ ଅଘଟଣ । ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଭୁଶୁଡ଼ି ପଡିଲା ଏକ ଚାରି ମହଲା କୋଠା ।...

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା, ପିକନିକ ସ୍ପଟରୁ ନିଖୋଜ ଥିଲେ ନରେନ୍ଦ୍ର ସାହୁ

ନନ୍ଦିଘୋଷ ବ୍ୟୁରୋ : ନିଖୋଜ ୟୁଟ୍ୟୁବରଙ୍କ ମିଳିଲା ପତ୍ତା। ଗଞ୍ଜାମ ପାତ୍ରପୁର ବ୍ଲକ ଜରଡ଼ା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଥିବା ପୋଲସରା ଥାନା କଳମ୍ବ ଗ୍ରାମର ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ...

ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ବଡ଼ ଧରଣର ଭୂସ୍ଖଳନ; ୩୧ ମୃତ, ୨୫ ଅଧିକ ଆହତ

ନନ୍ଦିଘଷାଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ବଡ଼ ଧରଣର ଭୂସ୍ଖଳନ। ଭୂସ୍ଖଳନରେ ୩୧ ମୃତ, ୨୫ରୁ ଅଧିକ ଆହତ ହୋଇଛନ୍ତି। ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ଘଟିଛି ଅଘଟଣ। ସେଠାରେ...

ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଭିଜୁଛି ଓଡ଼ିଶା ; ଫିକା ପଡିଛି ଗଣେଶ ପୂଜା ମାହୋଲ

ନନ୍ଦିଘଷାଷ ବ୍ୟୁରୋ : ତୁହାକୁ ତୁହା ଭିଜୁଛି ଓଡ଼ିଶା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର । ବର୍ଷା ଯୋଗୁ ଫିକା ପଡିଛି ଗଣେଶ ପୂଜା ମାହୋଲ । ଉତ୍ତର...

Popular

ହାତୀ ପାଇଁ ରାତି ଉଜାଗର; ଅଧରାତିରେ ଗାଁ ଭିତରକୁ ପଶି ଆସିଲା ଗୋଠଛଡା ଦନ୍ତା

ନନ୍ଦିଘୋଷ ବ୍ୟୁରୋ : ହାତୀ ପାଇଁ ରାତି ଉଜାଗର । ଅଧ...

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ ; ମୃତକ ହେଲେ କଟକ ଚାଉଳିଆଗଂଜର ସରୋଜ କୁମାର ଜେନା

ନନ୍ଦିଘୋଷ ବ୍ୟୁରୋ : ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ ।...

ହ୍ୟୁମାନ ସାଗର ମୃତ୍ୟୁ ମାମଲା ; ଅର୍ପିତା ଓ ସୋମେଶଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି

ନନ୍ଦିଘୋଷ ବ୍ୟୁରୋ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ବିବାଦ। କଣ୍ଠଶିଳ୍ପୀ...

ଇରାନରେ ଉପରେ ହେବ କି ବଡ଼ଧରଣର ଆକ୍ସନ ; ଆଜି ଟ୍ରମ୍ପ ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ : ଇରାନରେ ପ୍ରବେଶ କରିବ ଆମେରିକା ସେନା ନା...