spot_img

Latest Posts

କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କଡା଼ ମୁକାବିଲା। କମଳା ହାରିସ ଓ ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର। ପ୍ରଥମେ ଟ୍ରମ୍ପ ଆଗୁଆ ରହିଥିଲେ। ପରେ କିନ୍ତୁ କମଳା କଡ଼ା ଟକ୍କର ଦେଇଛନ୍ତି। ବର୍ତ୍ତମାନ ଟ୍ରମ୍ପ ୨୪୭ ଇଲେକଟୋରାଲ କଲେଜ ଜିତି ଆଗୁଆ ଥିବା ବେଳେ କମଳା ୨୧୪ ଟି ଇଲେକଟୋରାଲ କଲେଜ ଜିତିଛନ୍ତି। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଟ୍ରମ୍ପ ଆଗୁଆ ରହିଛନ୍ତି। ତେଣୁ ସେ ଆଡଭାନଟେଜରେ ଅଛନ୍ତି। ଆମେରିକାର ମୋଟ୍ ଇଲେକ୍ଟୋରାଲ୍ କଲେଜ ସଂଖ୍ଯା ୫୩୮ ।  ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଏବେ କଡ଼ା ଟକ୍କର ଚାଲିଥିବାରୁ କିଏ ଜିତିବ ତାହା କରିବା ମୁସ୍କିଲ।

Latest Posts

Don't Miss