ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
2 min readଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦ ହଜାର ଉପରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୯୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୨୨୩୨ରେ ପହଞ୍ଚିଛି ।
Regret to inform the demise of seventeen numbers of Covid positive patients while under treatment in hospitals.
1.A 75 years old female of Angul district.
2.A 89 years old male of Angul district.
3.A 56 years old male of Angul district.
— H & FW Dept Odisha (@HFWOdisha) May 12, 2021
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରୁ ୩ ଜଣ ରହିଥିବା ବେଳେ ବାଲେଶ୍ୱରରୁ ଜଣେ, ବୗେଦ୍ଧରୁ ଜଣେ, ଭୁବନେଶ୍ୱରରୁ ୨ ଜଣ, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ଜଣେ ଓ କଳାହାଣ୍ଡିରୁ ମଧ୍ୟ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।
8.A 42 years old male of Dhenkanal district.
9.A 62 years old male of Ganjam district who was also suffering from Diabetes Mellitus & Hypertension.
10.A 54 years old male of Kalahandi district who was also suffering from Diabetes Mellitus.
— H & FW Dept Odisha (@HFWOdisha) May 12, 2021
ଖୋର୍ଦ୍ଧାରୁ ଜଣେ ୫୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆପଡାରୁ ୨ ଜଣ କରୋନା ସଂକ୍ରମିତଙ୍କ ମ୍ୟତ୍ୟୁ ଘଟିଛି । ଏହା ବ୍ୟତୀତ ପୁରୀରୁ ଜଣେ ଓ ସୁନ୍ଦରଗଡରୁ ଦୁଇ ଜଣଙ୍କର ଦେହାନ୍ତ ଘଟିଛି ।
ଅଧିକ ପଢନ୍ତୁ- ପୁଣି ସଂକ୍ରମଣ ୧୦ ହଜାର ପାର୍, ଖୋର୍ଦ୍ଧାରୁ ସର୍ବାଧିକ ୧୫୩୯ ପଜିଟିଭ୍
15.A 63 years old male of Puri district.
16.A 34 years old male of Sundargarh district.
17.A 62 years old male of Sundargarh district.
— H & FW Dept Odisha (@HFWOdisha) May 12, 2021