ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହେଲେ ଆଉ ୧୬୮୩ କରୋନା ସଂକ୍ରମିତ
1 min readଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରୁ ଆଉ ୧୬୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ରାଜ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାର ୮୫୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
Another 1683 Covid patients have recovered and are being discharged on 07.11.2020
217 from Khordha
113 from Sundargarh
104 from Cuttack
91 from Boudh
83 from Kalahandi
80 from Mayurbhanj
78 from Baleswar
76 from Nuapada
76 from Puri
64 from Anugul
61 from Koraput— H & FW Dept Odisha (@HFWOdisha) November 7, 2020
ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ, ମୟୂରଭଞ୍ଜରୁ ୮୦ ଜଣ, ଜଗତସିଂହପୁରରୁ ୫୫ ଜଣ, କଟକରୁ ୧୦୪ ଜଣ, ଅନୁଗୁଳରୁ ୬୪ ଜଣ, ସୁନ୍ଦରଗଡ଼ରୁ ୧୧୩ ଜଣ, ବଲାଙ୍ଗିରରୁ ୪୬ ଜଣ, ବାଲେଶ୍ୱରରୁ ୭୮ ଜଣ, କେନ୍ଦ୍ରାପଡ଼ାରୁ ୫୨ ଜଣ, କେନ୍ଦୁଝରରୁ ୫୯ ଜଣ, ମାଲକାନଗିରିରୁ ୩୩ ଜଣ, କୋରାପୁଟରୁ ୬୧ ଜଣ, କଳାହାଣ୍ଡିରୁ ୮୩, ନୂଆପଡ଼ାରୁ ୭୬, ପୁରୀରୁ ୭୬ ଜଣ, ନବରଙ୍ଗପୁରରୁ ୩୨ ଜଣ, ବରଗଡ଼ରୁ ୩୨ ଜଣ, ନୟାଗଡ଼ରୁ ୩୪ ଜଣ, ଢେଙ୍କାନାଳରୁ ୫୨, ଗଞ୍ଜାମରୁ ୨୬, ଝାରସୁଗୁଡ଼ାରୁ ୨୭, ସମ୍ବଲପୁରରୁ ୨୦, ଭଦ୍ରକରୁ ୪୦ ଜଣ, ଯାଜପୁରରୁ ୩୪ ଜଣ, ସୋନପୁରରୁ ୨୩ ଜଣ, ବୌଦ୍ଧରୁ ୯୧ ଜଣ, ଦେବଗଡ଼ରୁ ୭, କନ୍ଧମାଳରୁ ୧୨ ଜଣ, ରାୟଗଡ଼ାରୁ ୧୪ ଜଣ, ଗଜପତିରୁ ୭ ଜଣ ଓ ଷ୍ଟେଟପୁଲରୁ ୩୫ ଜଣ ଆରୋଗ୍ୟ ହୋଇଛନ୍ତି ।
14 from Rayagada
12 from Kandhamal
7 from Deogarh
7 from Gajapati
35 from State PoolThe total recovered cases of Odisha now stand at 286857
— H & FW Dept Odisha (@HFWOdisha) November 7, 2020
ଅନ୍ୟପଟେ କ୍ରାମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ମୋଟ ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୫୭୬ ରହିଛି । ଏହାସହ ରାଜ୍ୟରେ ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା ।