ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ

ଜଳେଶ୍ୱର: ପୁଣି ବ୍ରାଉନସୁଗାର ଜବତ ।  ଆଜି ସକାଳ ୫ ଘଣ୍ଟିକା ସମୟରେ ବାଲେଶ୍ଵର ଅବକାରୀ ଦାୟିତ୍ୱରେ ଥିବା ଡେପୁଟୀ କମିଶସିନର ନିର୍ଦ୍ଦେଶରେ ଜଳେଶ୍ୱରରେ ୧୦ଜଣିଆ ଟିମ ଜାତୀୟ ରାଜପଥ ୬୦ଚାଳନ୍ତି ଛକ ଠାରେ ଏକ ସନ୍ଦେହ ଜଣକ ଓମିନି ଗାଡ଼ିକୁ ଅଟକାଇଥିଲେ । ସେ ଗାଡ଼ିକୁ ଯାଞ୍ଚ କରିବାରୁ ୧୫୦ ଗ୍ରାମର ଧଳା ଜହର ସହିତ ଜଣେ ମହିଳା ଓ ଗାଡିର ଡ୍ରାଇଭରକୁ ଗିରଫ କରି ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି । ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା । ଉକ୍ତ ଗାଡ଼ିଟି ଯାଜପୁର ଅଞ୍ଚଳର ।

ଏଥିସହିତ ପଢ଼ନ୍ତୁ: ବଙ୍ଗୋପସାଗରରେ ଦାନା ବାନ୍ଧିଛି ଆଉ ଏକ ଲଘୁଚାପ: ଦୂର ହୋଇପାରେ ମରୁଡ଼ି ଆଶଙ୍କା

Leave a Reply