୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮୫ କରୋନା ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୩୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୭୯୮, ଲୋକାଲ କେସ୍ ୫୮୭ । ଖୋର୍ଦ୍ଧାରୁ ସର୍ବାଧିକ ୧୫୯, କଟକରୁ ୧୦୯, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡ଼ରୁ ୯୧, ନୂଆପଡା ଓ ଅନୁଗୁଳରୁ ୮୮ଜଣ ଲେଖାଏଁ, ବଲାଙ୍ଗୀରରୁ ୭୭, କେନ୍ଦୁଝରରୁ ୫୭, ବରଗଡ଼ରୁ ୫୫, ଜଗତସିଂହପୁରରୁ ୫୦, କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୭ହଜାର ୨୭୪ ଥିବା ବେଳେ ଆକ୍ଟିଭ କେସ୍ ୧୩ହଜାର ୭୭୦, ସୁସ୍ଥ ହେଲେଣି ୨ଲକ୍ଷ ୮୨ହଜାର ୭୩ ।
Covid-19 Report For 4th November
New Positive Cases: 1385
In Quarantine: 798
Local Contacts: 587(Details of local contacts will be shared by concerned District Administration)
District Wise Cases:
1. Angul: 88
2. Balasore: 36
3. Bargarh: 55
4. Bhadrak: 31
5. Balangir: 77— I & PR Department, Odisha (@IPR_Odisha) November 5, 2020
22. Mayurbhanj: 103
23. Nawarangpur: 21
24. Nayagarh: 32
25. Nuapada: 88
26. Puri: 35
27. Rayagada: 10
28. Sambalpur: 30
29. Sonepur: 5
30. Sundargarh: 91
31. State Pool: 31New recoveries: 1520
Cumulative tested: 4787026
Positive: 297274
Recovered: 282073
Active cases: 13770— I & PR Department, Odisha (@IPR_Odisha) November 5, 2020