ରାଜ୍ୟରେ ପୁଣି କରୋନା ନେଲା ଜୀବନ, ପୁରୀରୁ ସର୍ବାଧିକ
2 min readଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ମଙ୍ଗଳବାର ପୁଣି ନୂଆ ୧୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରେ ପୁରୀରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, ରାୟଗଡା ଓ ମୟୂରଭଞ୍ଜରେ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର, କଟକ, କନ୍ଧମାଳ ଓ ସୋନପୁରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
2.A 65 year old male of Cuttack district who was also suffering from Diabetes, Hypertension, Bronchial Asthma & Hypothyroidism .
3. A 58 year old male of Ganjam district.
4.A 50 year old male of Ganjam district who was also suffering from Diabetes.
— H & FW Dept Odisha (@HFWOdisha) September 8, 2020
7.A 70 year old male of Mayurbhanj district who was also suffering from Diabetes.
8.A 60 year old male of Puri district.
9.A 45 year old male of Puri district.
10. A 60 year old female of Puri district who was also suffering from Diabetes & Hypertension.
— H & FW Dept Odisha (@HFWOdisha) September 8, 2020
11.A 48 year old male of Rayagada district who was also suffering from Diabetes & Hypertension.
12.A 72 year old male of Rayagada district who was also suffering from Diabetes & Hypertension & Chronic Kidney Disease.
13. A 60 year old male of Sonepur district.
— H & FW Dept Odisha (@HFWOdisha) September 8, 2020