ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ, ଦିନକରେ ଚିହ୍ନଟ ହୋଇଛନ୍ତି ୧୨୮୨ ପଜିଟିଭ
1 min readଭୁବନେଶ୍ୱର: ରାଜ୍ୟରେ ହାଜେର ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ୨୪ଘଣ୍ଟାରେ ୧୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭୫୫, ଲୋକାଲ କେସ୍ ୫୨୭ । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪, ଖୋର୍ଦ୍ଧାରୁ ୧୯୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୬ହଜାର ୮୦୮ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୮ହଜରା ୮୯୦ । ଆକ୍ଟିଭ କେସ୍ ରହିଛି ୫ହଜାର ୯୪୧ ।
Covid-19 Report For 8th April
New Positive Cases: 1282
In quarantine: 755
Local contacts: 527(Details of local contacts will be shared by concerned District Administration)
District Wise Cases:
1. Angul: 49
2. Balasore: 10
3. Bargarh: 84
4. Bhadrak: 24
5. Balangir: 45— I & PR Department, Odisha (@IPR_Odisha) April 9, 2021
ଅନୁଗୁଳରୁ ୪୯ ଜଣ, ବାଲେଶ୍ୱରରୁ ୧୦ଜଣ, ବରଗଡ଼ରୁ ୮୪, ଭଦ୍ରକରୁ ୨୪ ଜଣ, ବଲାଙ୍ଗିରରୁ ୪୫ ଜଣ, କଟକରୁ ୬୩ ଜଣ, ଦେବଗଡ଼ରୁ ୩, ଗଜପତି ୧ , ଗଞ୍ଜାମରୁ ୩୨ଜଣ, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୩ଜଣ, ଯାଜପୁରରୁ ୨୬ଜଣ, ଝାରସୁଗୁଡ଼ାରୁ ୩୬ଜଣ, କଳାହାଣ୍ଡିରୁ ୧୦୮ଜଣ, କନ୍ଧମାଳରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିଭଲି କେନ୍ଦ୍ରାପଡ଼ାରୁ ଓ କେନ୍ଦୁଝରରୁ ୬ ଲେଖାଏଁ, କୋରାପୁଟରୁ ୮ ଜଣ, ମୟୂରଭଞ୍ଜରୁ ୫୨ଜଣ, ନବରଙ୍ଗପୁରରୁ ୨୭ ଜଣ, ନୟାଗଡ଼ରୁ ୧୦ ଜଣ, ନୂଆପଡ଼ାରୁ ୮୨ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୧୫ ଜଣ, ସମ୍ବଲପୁରରୁ ୮୨ ଜଣ, ସୋନପୁରରୁ ୧୨ ଜଣ ଓ ଷ୍ଟେଟ୍ ପୁଲରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Nayagarh: 10
23. Nuapada: 82
24. Puri: 28
25. Rayagada: 15
26. Sambalpur: 82
27. Sonepur: 12
28. Sundargarh: 224
29. State Pool: 45New recoveries: 228
Cumulative tested: 9304712
Positive: 346808
Recovered: 338890
Active cases: 5941— I & PR Department, Odisha (@IPR_Odisha) April 9, 2021
ଏଥିସହ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮କୁ ବୃଦ୍ଧି ପାଇଛି । ୩ ଲକ୍ଷ ୩୮ ହଜାର ୮୯୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ କରୋନାର ୫୯୪୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।