ମାଆକୁ କରୋନା, ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ: ଶବ ପାଖେ ବସି କାନ୍ଦୁଛି ଛୁଆ
ଚେନ୍ନାଇ: ଦୁଃଖ ଯେତେବେଳେ ଆସେ ଭାଇବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ନେଇ ଆସେ । ଦୁନିଆ ମହାମାରୀ କରୋନା ସହ ଯୁଝୁଥିବା ବେଳେ ତାମିଲନାଡ଼ୁରୁ ସାମନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଦୁନିଆକୁ ଭଲ ଭାବେ ବୁଝିବା ଆଗରୁ ୧୦ ବର୍ଷର ବାଳକ ପେଷି ହୋଇଯାଇଛି ଜୀବନ ଚକ୍ରବ୍ୟୁହରେ । ବାପାଙ୍କ ମୃତଦେହ ପାଖରେ ବସି ସେ ଚାହିଁ ରହିଛି ତା’ନିକଟକୁ କେତେବେଳେ ଆସିବେ କରୋନା ପଜିଟିଭି ମାଆ ଓ ଜେଜେମାଆ । ପଞ୍ଚମ ଶ୍ରେଣୀରେ … Continue reading ମାଆକୁ କରୋନା, ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ: ଶବ ପାଖେ ବସି କାନ୍ଦୁଛି ଛୁଆ
Copy and paste this URL into your WordPress site to embed
Copy and paste this code into your site to embed