ରଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ
2 min readଭୁବନେଶ୍ୱର: ରଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ପଟେ ଆଜି ରାଜ୍ୟରେ ୨୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩ ଜଣ ରହିଥିବା ବେଳେ ରାୟଗଡ଼ାର ୨ ଜଣ ରହିଛନ୍ତି । ସେହିଭଳି କଟକର ୨ ଜଣ ରହିଥିବା ବେଳେ ନୟାଗଡ଼ର ଜଣେ, ଗଜପତିର ଜଣେ ଓ ବଲାଙ୍ଗିରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Regret to inform of the demise of ten Covid positive patients while under treatment in hospitals.
1.A 47 year old male of Bolangir district who was also suffering from Diabetes.
— H & FW Dept Odisha (@HFWOdisha) August 23, 2020
ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷର ପୁରୁଷ । ସେ ଡାଇବେଟିସ୍, ହାଇପରଟେନ୍ସନ୍ ଓ କ୍ରୋନିକ୍ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଆଉ ଜଣେ ୬୧ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ତାଙ୍କର କୌଣସି ଅନ୍ୟ ରୋଗଥିବା ସୂଚନା ନାହିଁ । ତେବେ ତୃତୀୟ ମୃତକ ହେଉଛନ୍ତି ୭୦ ବର୍ଷୀୟ ପୁରୁଷ ।
2. A 87 year old female of Cuttack district who was also suffering from Chronic Obstructive Pulmonary Disease, Hypertension, Old Cerebro Vasular Accident.
— H & FW Dept Odisha (@HFWOdisha) August 23, 2020
ସେହିଭଳି ରାୟଗଡ଼ାରୁ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୫୬ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୪୫ ବର୍ଷୀୟ ପୁରୁଷ ।
କଟକର ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୮୭ ବର୍ଷୀୟ ମହିଳା ଯିଏ କି Chronic Obstructive Pulmonary Disease, Hypertension, Old Cerebro Vasular ଆକ୍ସିଡେଣ୍ଟରେ ସମ୍ମୁଖୀନ ହୋଇଥିଲେ । ଅନ୍ୟ ଜଣେ ମୃତକ ହେଉଛନ୍ତି ୭୫ ବର୍ଷୀୟ ପୁରୁଷ ଯିଏ କି ପୂର୍ବରୁ ମଧୁମେହ, Hypothyroidism, କିଡନୀ ଜନିତ ରୋଗର ଶିକାର ଥିଲେ । ।
3.A 75 year old male of Cuttack district who was also suffering from Diabetes, Hypothyroidism, Chronic Kidney Disease & Old Cerebro Vasular Accident.
4.A 45 year old male of Gajapati district who was also suffering from Diabetes.
— H & FW Dept Odisha (@HFWOdisha) August 23, 2020
ନୟାଗଡ଼ର ମୃତକ ଜଣକ ହେଉଛନ୍ତି ୫୮ ବର୍ଷୀୟ ପୁରୁଷ, ସେ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଗଜପତି ଜିଲ୍ଲାର ମୃତକ ହେଉଛନ୍ତି ୪୫ ବର୍ଷୀୟ ପରୁଷ, ସେ ମଧ୍ୟ ଡାଇବେଟିସ୍ ରୋଗରେ ପୂର୍ବରୁ ଆକ୍ରାନ୍ତ ଥିଲେ । ଅନ୍ୟପଟେ ବଲାଙ୍ଗିରରୁ ମଧ୍ୟ ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ମଧ୍ୟ ପୂର୍ବରୁ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ ।
5.A 60 year old male of Ganjam district who was also suffering from Diabetes, Hypertension, Chronic Kidney Disease .
6.A 61 year old male of Ganjam district.
7.A 70 year old male of Ganjam district who was also suffering from Diabetes, morbid obesity.
— H & FW Dept Odisha (@HFWOdisha) August 23, 2020
8.A 58 year old male of Nayagarh district who was also suffering from Diabetes.
9. A 56 year old male of Rayagada district.
10. A 45 year old male of Rayagada district.
— H & FW Dept Odisha (@HFWOdisha) August 23, 2020