spot_img

Latest Posts

୧୦ଟି ଜିଲ୍ଲାରେ ବିଜ୍ଞାନ ପାର୍କ କରିବାକୁ ପଦକ୍ଷେପ ନିଆଯାଇଛି । ବାକି ୨୦ଟି ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ପାର୍କ ହେବ । ଗୋଟିଏ ପାର୍କ ପାଇଁ ୩୦ ମାସ ସମୟ ଲାଗୁଛି । ପ୍ରତି ପାର୍କ ଲାଗି ସାଢେ ୬ କୋଟି ଟଙ୍କା ଅର୍ଥ ବରାଦ ହୋଇଛି । ଗୃହରେ ସୂଚନା ଦେଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

')}

Latest Posts

Don't Miss