spot_img

Latest Posts

ହାଇଦ୍ରାବାଦ: ଏନକାଉଣ୍ଟର ନେଇ ଶମଶାବାଦ ଡିସିପି ପ୍ରକାଶ ରେଡ୍ଡୀଙ୍କ ସୂଚନା । ଡେମୋ ପାଇଁ ଘଟଣାସ୍ଥଳକୁ ୪ ଅଭିଯୁକ୍ତଙ୍କୁ ନିଆ ଯାଇଥିଲା । ସେମାନେ ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ପ୍ରଥମେ ଫାୟାରିଂ କଲେ । ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଗୁଳି କରିଛି ।

Latest Posts

Don't Miss