spot_img

Latest Posts

ସୋର: ଦିଲ୍ଲୀରେ ଗ୍ୟାସ୍ ବିସ୍ଫୋରଣରେ ବାପ ମୃତ, ପୁଅ ଗୁରୁତର । ଗୁରୁତର ପୁଅ ଦିଲ୍ଲୀ ସଫଦରଜଙ୍ଗ ମେଡିକାଲରେ ଚକିତ୍ସିତ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସିମୁଳିଆ ଥାନା ଅନ୍ତରା ଗାଁର ଜଗବନ୍ଧୁ ବେହେରାଙ୍କ ମୃତ୍ୟୁ । ଗତ ୧୨ ତାରିଖରେ ଗ୍ୟାସ୍ ବିସ୍ଫୋରଣରେ ଉଭୟ ଗୁରୁତର ହୋଇଥିଲେ ।

')}

Latest Posts

Don't Miss