ସୁବର୍ଣ୍ଣପୁର : ସଦର ଥାନା ମଲ୍ଲିକମୁଣ୍ଡା ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ପଡ଼ି ୨ ଶିଶୁକନ୍ୟା ମୃତ। ସକାଳ ୧୧ ଟାରୁ ଗାଁର ନୃପ ଲୁହାଙ୍କ ଝିଅ ରାକ୍ଷୀ ଓ ଉଗ୍ରସେନ ମହାନନ୍ଦଙ୍କ ଝିଅ ପିଙ୍କି ନିଖୋଜ ଥିଲେ । ବହୁ ଖୋଜା ଖୋଜି ପରେ ଶିଶୁକନ୍ୟାଙ୍କ ମୃତଦେହ ପୋଖରୀରୁ ମିଳିଥିଲା।

Leave a Reply