ସମ୍ବଲପୁର: କୃଷିଋଣ ପ୍ରଦାନରେ ଜାଲିଆତି । ବୁର୍ଲା ସିଣ୍ଡିକେଟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାଶ ଓ ପୂର୍ବତନ ସହକାରୀ ମ୍ୟାନେଜର ମାରିନସ୍ ଲାକ୍ରା ଗିରଫ । ଜାଲ୍ କାଗଜପତ୍ରରେ ୧କୋଟି ୯୬ ଲକ୍ଷ ଟଙ୍କା ଋଣ ଦେବା ଘଟଣାରେ ଗିରଫ କଲା କ୍ରାଇମବ୍ରାଞ୍ଚ EOW । ୨୦୧୪ରୁ ୧୬ ମସିହା ମଧ୍ୟରେ ହୋଇଥିଲା କାରବାର ।