spot_img

Latest Posts

ଲେମନ ଟିଭି ଏଣ୍ଟରଟେନମେଣ୍ଟ ପ୍ରା.ଲିଃର ପୂର୍ବତନ ନିର୍ଦ୍ଦେଶକ ମହମ୍ମଦ ଆରିଫକୁ ଗିରଫ କଲା ଇଡି । ଚିଟଫଣ୍ଡ କମ୍ପାନି ଫାଇନ୍ ଇଣ୍ଡିସେଲ ଆକାଉଣ୍ଟରୁ ୨୫ କୋଟି ଟଙ୍କା ଟ୍ରାନ୍ସଫର ଘଟଣାରେ ଗିରଫ । ପୂର୍ବରୁ ହାଜର ପାଇଁ ବାରମ୍ବାର ଇଡିର ସମନ ପରେ ବି ହାଜର ହେଉନଥିଲେ ମହମ୍ମଦ ଆରିଫ ।

Latest Posts

Don't Miss