ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ଆଉ ୧୮୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିସହ ମୋଟ୍ କରୋନା ପଜିଟିଭ ସଂଖ୍ୟା ୪୨ହଜାର ୫୫୦କୁ ବୃଦ୍ଧି ହୋଇଛି । କରୋନାରୁ ସୁସ୍ଥ ହୋଇଛନ୍ତି ୨୬ହଜାର ୮୮୭ଜଣ ।

Leave a Reply