spot_img

Latest Posts

ରାଉରକେଲା: ସହରର ଡେଲି ମାର୍କେଟ ଅଞ୍ଚଳରେ ପାଗଳ କୁକୁରର ଆତଙ୍କ । ଆଜି ୫ ଜଣଙ୍କୁ କୁକୁର କାମୁଡ଼ି ଥିବା ଅଭିଯୋଗ । ଗତକାଲି ୨୫ ଜଣଙ୍କୁ କାମୁଡ଼ି ଥିଲା ପାଗଳ କୁକୁର । ତୁରନ୍ତ କୁକୁରକୁ କାବୁ କରିବାକୁ ଦାବି ।

')}

Latest Posts

Don't Miss