spot_img

Latest Posts

ରାଉରକେଲା: ରୁକୁଡ଼ା ଡ୍ୟାମର ଗୋଟିଏ ଗେଟରେ ଯାନ୍ତ୍ରିକ ତ୍ରୁଟି । ଡ୍ୟାମ ପରିଦର୍ଶନ କରି ଯାଞ୍ଚ କଲେ ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ଅଧିଷଣ ଯନ୍ତ୍ରୀ । ତ୍ରୁଟି ସ୍ଥାନକୁ କଙ୍କ୍ରିଟରେ ମରାମତି କରାଯିବ ବୋଲି ମୁଖ୍ୟଯନ୍ତ୍ରୀ ଅଷୟ ବାନାର୍ଜୀଙ୍କ ସୂଚନା ।

Latest Posts

Don't Miss