spot_img

Latest Posts

ରାଉରକେଲା : ଜିଏସଟି ଟିକସ ଫାଙ୍କି ଅଭିଯୋଗରେ ରାଉରକେଲା ସହରର ବାସନ୍ତୀ କଲୋନୀ, ବେଦବ୍ୟାସ ଓ ସିଭିଲ୍ ଟାଉନସିପ ଅଞ୍ଚଳରେ ଥିବା ତିନୋଟି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢାଉ ଜାରିରହିଛି। ଜିଏସଟି ବିଭାଗ ପକ୍ଷରୁ ଚାଲିଥିବା ଚଢଉର ଆଜି ଦ୍ୱିତୀୟ ଦିନ। କୋଟି କୋଟି ଟଙ୍କା ଟିକସ ଫାଙ୍କି ଅଭିଯୋଗରେ ଚାଲିଛି ଚଢ଼ଉ ।

Latest Posts

Don't Miss